ଗଞ୍ଜାମରେ ପୁଣି ୫୬ କୋଭିଡ଼ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗଞ୍ଜାମ ଜିଲ୍ଲାରେ ପୁଣି ୫୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ  ଗଞାମ ଜିଲ୍ଲାପାଳ ଙ୍କ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟି  ଆକ୍ରାନ୍ତଙ୍କ ସଂଖ୍ୟା ୭୫୫ରେ ପହଞ୍ଚିଛି … Read More

ଆଜି ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ  ଆଜି ୭୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୩୦୪୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳର ୧୪ … Read More

ପ୍ରତି ପଞ୍ଚାୟତରେ ମିଳିବ କୋଭିଡ଼ କେୟାର ହୋମ୍ ସୁବିଧା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,  (ଓଡିଶା ଟାଇମ୍) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ କୋଭିଡ଼ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର … Read More

ଆଜି ନବୀନ-ମୋଦୀ ଆଲୋଚନା

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ମୁକାବିଲା ନେଇ ଭବିଷ୍ୟତ ରଣ କୌଶଳ ପ୍ରସ୍ତୁତି ସଂପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସକଙ୍କ ସହ ଆଲୋଚନା … Read More

ମହାରାଷ୍ଟ୍ରରେ ଦିନକରେ ୫ ହଜାରରୁ ଅଧିକ ସୁସ୍ଥ

ମୁମ୍ବାଇ, (ଓଡିଶା ଟାଇମ୍) : ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ଟପିଯାଇଛି। ତେବେ ଏକ ସକରାତ୍ମକ ଦିଗ ହେଉଛି ମହାରାଷ୍ଟ୍ରରେ ଗତକାଲି ଗୋଟିଏ ଦିନରେ ୫ ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ରାଜ୍ୟ ପ୍ରଶାସନ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୫ କରୋନା ସଂକ୍ରମିତ

ଭୁବନେଶ୍ବର , (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୧୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ଚୀନ୍‌ରେ ପୁଣି ଥରେ କରୋନା ଅଣାୟତ୍ତ ପରିସ୍ଥିତି

ବେଜିଂ, (ଓଡିଶା ଟାଇମ୍) : ଗତ କିଛି ହେଲା ଚୀନ୍‌ରେ କରୋନା ଭାଇରସରେ ସଂକ୍ରମଣ ସଂଖ୍ୟା ବଢୁଥିବାର ଦେଖିବାକୁ ମିଳିଛି । କିଛି ମାସରେ ତଳେ ଚୀନ୍‌ରେ କରୋନା ଭାଇରସର ବହୁତ କମ୍‌ ମାମଲା ଦେଖାଦେଉଥିଲା । କିନ୍ତୁ ଗତ କିଛି … Read More

ଚିନ୍ତା ବଢ଼ାଇଲା କରୋନା; ଦିନକରେ ୨୦୦୩ ମୃତ

ନୂଆଦିଲ୍ଲୀ,  (ଓଡିଶା ଟାଇମ୍) : ଭାରତରେ ମହାମାରୀ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଗତ ୨୪ ଘଣ୍ଟାର ତଥ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାରଣ ଏହି ୨୪ ଘଣ୍ଟାରେ ଦେଶରେ ୨୦୦୩ ରୋଗୀ କରୋନାରେ ପ୍ରାଣ … Read More

ଆଜିଠୁ ଖୋଲିଲା ମାର୍କେଟ ବିଲ୍ଡିଂର ସବୁ ଦୋକାନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ ଭୁବନେଶ୍ବର ମାର୍କେଟ ବିଲ୍ଡିଂର ସବୁ ଦୋକାନ ଖୋଲୁଛି । କରୋନା କଟକଣା ନିୟମ ଉଲଂଘନ ନେଇ  ୧୩ ତାରିଖରେ ମାର୍କେଟ ବିଲଡିଂକୁ ସିଲ୍ କରାଯାଇଥିଲା। ବିଏମସି କର୍ତ୍ତୃପକ୍ଷ ଓ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ … Read More

ସହିଦଙ୍କ ପରିବାରକୁ ଏବେ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବେ ଯୋଗୀ ସରକାର

ଲକ୍ଷ୍ନୌ, (ଓଡିଶା ଟାଇମ୍) :  ୟୁପିର କୌଣସି ଯବାନ ସହିଦ ହେଲେ ସେମାନଙ୍କ ପରିଜନଙ୍କୁ ଯୋଗୀ ସରକାର ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ନିଷ୍ପତ୍ତି ସମୟରେ କ୍ୟାବିନେଟ୍‌ର ମାହୋଲ ଭାବନାତ୍ମକ ହୋଇ ପଡିଥିଲା। ସମସ୍ତେ ଟେବୁଲ୍‌ … Read More