ଏସସିବି ମେଡ଼ିକାଲର ଆଉଟ ଡୋର ବନ୍ଦ

କଟକ, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ଚିହ୍ନଟ ସଂଖ୍ଯା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସବୁ ଜିଲ୍ଳାରେ କୋଭିଡ଼ ମୁକାବିଲା କରିବା ପାଇଁ ଭିନ୍ନ ଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ କଟକରେ … Read More

ସାଲେପୁର ବିଧାୟକ କରୋନାରେ ଆକ୍ରାନ୍ତ

କଟକ, (ଓଡିଶା ଟାଇମ୍) : କଟକ ଜିଲ୍ଲାର ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ପିଏସଓ ଡ୍ରାଇଭର୍  ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ବିଧାୟକ ଶ୍ରୀ ବେହେରା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା … Read More

ବ୍ରହ୍ମପୁର ଏମକେସିଜି ମେଡିକାଲର OPD ବନ୍ଦ

ବ୍ରହ୍ମପୁର, (ଓଡିଶା ଟାଇମ୍) : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କଟକ ଓ ଭୁବନେଶ୍ୱରରୁ ଯେପରି ଭାବେ ମେଡିକାଲରୁ ସଂକ୍ରମିତ ଚିହ୍ନଟ ହୋଇଥିଲା ତାହାକୁ ଦୃଷ୍ଟିରେ ବ୍ରହ୍ମପୁର ଏମକେସିଜି ମେଡିକାଲର OPD ବନ୍ଦ କରାଯାଇଛି … Read More

ରାଜ୍ୟରେ ଆଜି ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୬ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋରେ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି । ମୃତ୍ୟୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ଗଞ୍ଜାମରେ ୩, … Read More

ରାଜ୍ୟରେ ଆଉ ୫୨୭ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୭ ଜଣ  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୬୨୪ ରେ ପହଞ୍ଚିଛି । ଏ ନେଇ ରାଜ୍ୟ … Read More

କ୍ୟାପିଟାଲ ହସ୍ପିଟାଲର ଆଉ ୨ କର୍ମଚାରୀଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : କ୍ୟାପିଟାଲ ହସ୍ପିଟାଲରେ କରୋନା ସଂକ୍ରମିତ ବଢ଼ିଛି । ପୂର୍ବରୁ ହସ୍ପିଟାଲର ୫ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ  ଆଉ ଦୁଇ ଷ୍ଟାଫନର୍ସ ସଂକ୍ରମିତ ହୋଇଛନ୍ତି । ଏ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି … Read More

ଖୋର୍ଦ୍ଧା-ଗଞ୍ଜାମ ସୀମା ସିଲ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ସିଲ୍‌ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର। ଏହାସହ କାହାକୁ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଟ୍ୱିଟ୍‌ କରି ଗଞ୍ଜାମ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ … Read More

କୋଭିଡ୍‌-୧୯ ନିୟମ ଉଲଙ୍ଘନ: ୨୪ ଘଣ୍ଟାରେ ୯ ମାମଲା, ୩୦ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୯ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୬ଟି ମାମଲା ଲକ୍‌ ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ ୨ଟି … Read More

କୋଭିଡ ନିୟମ ଉଲଙ୍ଘନରେ ବନ୍ଦ ହେଲା ଟେକ୍ ମହିନ୍ଦ୍ରା

ଭୁବନେଶ୍ୱର,(ଓଡିଶା ଟାଇମ୍) : ଆଜି ଚନ୍ଦ୍ରଶେଖରପୁର ଅଂଚଳର ଏକ କମ୍ପାନୀ କାର୍ଯ୍ୟାଳୟ ଟେକ୍ ମହିନ୍ଦ୍ରାକୁ ବନ୍ଦ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ । ଚାଲୁ ରହିଥିବା ରୋଗ ନିରୀକ୍ଷଣ ଏବଂ ବ୍ୟବସ୍ଥାଗତ ବିବରଣୀ ରୁ ସମ୍ପୃକ୍ତ କାର୍ଯ୍ୟାଳୟରେ ଗୋଟିଏ ପରେ ଗୋଟିଏ … Read More

କୋଭିଡ ସମୟରେ ଓଡିଶା ସରକାରଙ୍କ ବସ୍ତି ଉଚ୍ଛେଦ ଅଭିଯାନକୁ ଦୃଢ ନିନ୍ଦା

ଭୁବନେଶ୍ବର (ଓଡିଶା ଟାଇମ୍) : ଓଡିଶା ସରକାର ତଥା ଭୁବନେଶ୍ବର ଉନ୍ନୟନ କର୍ତ୍ତୁପକ୍ଷ ଓ ଭୁବନେଶ୍ବର ମ୍ଯୁନିସିପାଲିଟିର ଅଧିକାରୀମାନେ ସହର ମଧ୍ୟରେ ଥିବା ଡମଣା ନିକଟସ୍ଥ ତାରିଣୀ ବସ୍ତିର ୪୩୧ ପରିବାରଙ୍କୁ ଉଚ୍ଛେଦ କରିବା ଲାଗି ଯେଉଁ ଉଦ୍ୟମ କଲେ ତାହା … Read More