ରାଜ୍ୟରେ ଲକ୍ଷେ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଚିହ୍ନଟ ହେଲେ ଆଉ ୩୦୧୪ ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୯୩୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ପୁଣି ୩ ଦିନ ପାଇଁ ବନ୍ଦ ହେଲା ବୁର୍ଲା ଭିମସାରର କୋଭିଡ଼-୧୯ ପରୀକ୍ଷଣ ଲ୍ୟାବ

ସମ୍ବଲପୁର, (ଓଡିଶା ଟାଇମ୍) :ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ବା ଭିମସାରର ଜଣେ କୋଭିଡ୍ ଲ୍ୟାବ୍ ଟେକନିସିଆନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଲ୍ୟାବକୁ ୩ ଦିନ … Read More

କେନ୍ଦ୍ରସରକାର ଜାରି କଲେ ଅନ୍‌ଲକ୍-୪ ଗାଇଡଲାଇନ୍, ଜାଣନ୍ତୁ କଣ ଖୋଲିଲା କଣ ବନ୍ଦ ରହିବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସାରା ଦେଶରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଅନଲକ୍-୪ ଦେଇ ଗାଇଡଲାଇନ୍ ଜାରି ହୋଇଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କ’ଣ ରହିବ ରୂପରେଖା, ସେନେଇ … Read More

କୋରାପୁଟ ଓ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ

ଭୁବନେଶ୍ବର , (ଓଡିଶା ଟାଇମ୍) : ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ମାଓ ଦମନ ନେଇ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଏ ଅବସରରେ ସେ ଜିଲ୍ଲାର ପୁଲିସ କୋରନା ଯୋଦ୍ଧାମାନଙ୍କ ସହ ମତ … Read More

ଭଦ୍ରକ ଉପଜିଲ୍ଲାପାଳ କରୋନା ସଂକ୍ରମିତ

ଭଦ୍ରକ, (ଓଡିଶା ଟାଇମ୍) : ଭଦ୍ରକ ଉପଜିଲ୍ଲାପାଳ କରୋନା ସଂକ୍ରମିତ। ଆଜି ରାଜ୍ୟରେ ୩୨୫୨ କରୋନା ସଂକ୍ରମିତ ଚିହନଟ ହୋଇଛନ୍ତି । ଏହାମଧ୍ୟରୁ ଭଦ୍ରକରୁ ୭୬ଜଣ କୋଭିଡ଼ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଭଦ୍ରକ ଉପଜିଲ୍ଲାପାଳ କରୋନା ସଂକ୍ରମିତ ହୋଇଥିବା … Read More

ରାଜ୍ୟରେ ସର୍ବାଧିକ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୪ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା  ୪୭୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ … Read More

ରାଜ୍ୟରେ ଚିହ୍ନଟ ହେଲେ ୩୨୫୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୨୪ ଘଣ୍ଟା ମଧ୍ୟରେ ୩୨୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୯୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ରାଜ୍ୟରେ ସର୍ବାଧିକ ୩୬୮୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୬୬୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ଭୁବନେଶ୍ୱରରେ ଆଜିଠୁ ୨ୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜିଠୁ ରାଜଧାନୀରେ  ଦ୍ବିତୀୟ ପର୍ଯ୍ୟାୟ ସେରୋଲୋଜିକାଲ ସର୍ଭେ  ଆରମ୍ଭ ହେବ । ରାଜଧାନୀର ୨୫ଟି ୱାର୍ଡରେ ବୟସ୍କ ଲୋକଙ୍କ ଠାରୁ ରାଣ୍ଡମ ସାମ୍ପୁଲ ସଂଗ୍ରହ କରାଯିବାକୁ ଯୋଜନା ହୋଇଛି  । ଦୁଇ ଦିନ ଧରି ଚାଲିବ ଏହି … Read More

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୨୫୧୦ କୋରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର, ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ରାଜ୍ୟରେ ଆଉ ୨,୫୧୦ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ଫଳରେ … Read More