କଟକ ସହରରୁ ଆଉ ୪ କରୋନା ପଜିଟିଭ୍‌ ଚିହ୍ନଟ

କଟକ, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ … Read More

ନେପାଳର ନୂତନ ମାନଚିତ୍ରକୁ ବିରୋଧ କରି ଦଳରୁ ବହିଷ୍କୃତ ହେଲେ ସାଂସଦ

କାଠମାଣ୍ଡୁ, (ଓଡିଶା ଟାଇମ୍) :ଭାରତ ସପକ୍ଷରେ ମୁହଁ ଖୋଲିଥିବା ନେପାଳି ସାଂସଦ ସରିତା ଗିରିଙ୍କୁ ନେପାଳର ଜନତା ସମାଜବାଦୀ ପାର୍ଟି(JSP) ଦଳରୁ ବହିଷ୍କାର  କରିଛି। ଏହା ସହିତ ସରିତା ଗିରିଙ୍କୁ ସଂସଦ ସଦସ୍ୟତା ମଧ୍ୟ ହରାଇବାକୁ ପଡିଛି। ମାନଚିତ୍ର ବିବାଦରେ ସରିତା … Read More

ରାଜ୍ୟ ପାଇଁ ଭଲ ଖବର, ଆଉ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ଆଜି ୧୩୧ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୪୨୨କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୩୧ଙ୍କ ମଧ୍ୟରୁ … Read More

ୱୁହାନ କରୋନା ସଂଖ୍ୟାକୁ ଖୁବ୍‌ଶୀଘ୍ର ଅତିକ୍ରମ କରିବ ମୁମ୍ବାଇ, କରୋନା ରୋଗୀ ୫୦ହଜାର ଡେଇଁଲା

ମୁମ୍ବାଇରେ କରୋନାଭାଇରସ୍ ସଂକ୍ରମିତ ରୋଗୀ ସଂଖ୍ୟା ବର୍ତ୍ତମାନ ଚୀନ୍‌ର ୱୁହାନ୍ ସହରର ସଂଖ୍ୟା ସହିତ ସମାନ । ମୁମ୍ବାଇ ଭାରତର ପ୍ରଥମ ସହର, ଆରମ୍ଭରୁ ସର୍ବାଧିକ ସଂଖ୍ୟକ ସଂକ୍ରମଣ ହୋଇଥିଲା । ସୋମବାର ସୁଦ୍ଧା ଏଠାରେ ୫୦ହଜାରରୁ ଅଧିକ ମାମଲା ରହିଛି … Read More

ରାଜ୍ୟ ପାଇଁ ଖୁସି ଖବର,ସୁସ୍ଥ ହେଲେ ଆଉ ୮୦ ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟ ପାଇଁ ଭଲ ଖବର । ଆଜି ପୁଣି ସୁସ୍ଥ ହୋଇଛନ୍ତି ୮୦ ଆକ୍ରାନ୍ତ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସୁସ୍ଥଙ୍କୁ ମିଶାଇ … Read More

ରଥଯାତ୍ରାରେ କୋଭିଡ୍‌ ଚିନ୍ତା: ୭୫ ଦଇତା ସେବକଙ୍କ ନମୁନା ସଂଗ୍ରହ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରଥଯାତ୍ରାକୁ କୋଭିଡ୍‌ ସଂକ୍ରମଣରୁ ଦୂରରେ ରଖିବା ତଥା ଆବଶ୍ୟକ ନିୟମାବଳୀକୁ ପାଳନ କରି ସୁରୁଖୁରରେ କାର୍ଯ୍ୟ ସମ୍ପାଦନ ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ଏହିକ୍ରମରେ ଆଜି ସକାଳେ ୭୫ଜଣ ଦଇତା ପତି ସେବକଙ୍କ ନମୁନା … Read More

ବଦଳିଲା କରୋନା ଭୁତାଣୁ ପରୀକ୍ଷା ନିୟମ: ଇନ୍‌ଫ୍ଲୁଏନ୍‌ଜା ଥିଲେ ୭ ଦିନରେ ପରୀକ୍ଷା, ବିନା ପରୀକ୍ଷାରେ ଅସ୍ତ୍ରୋପଚାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତୀୟ ଭେଷଜ ଗବେଷଣା ପରିଷଦ ( ଆଇସିଏମ୍‌ଆର୍‌) କରୋନା ପରୀକ୍ଷା ନିୟମାବଳୀରେ ପରିବର୍ତ୍ତନ ଆଣିଛନ୍ତି।  କୌଣସି ପ୍ରବାସୀ ବା ରାଜ୍ୟ ଫେରନ୍ତା ଅଥବା କ୍ଵାରେଣ୍ଟୀନ୍‌ରେ ଥିବା କୌଣସି ବ୍ୟକ୍ତିଙ୍କ ପାଖଷର ଯଦି ଇନ୍‌ଫ୍ଲୁଏଞ୍ଜା  ଲକ୍ଷଣ ଦେଖାଯାଏ ତେବେ … Read More

#Corona Update: ୮୫ ବର୍ଷୀୟ ମହିଳାଙ୍କ ସହ ଓଡ଼ିଶାରେ ସୁସ୍ଥ ହେଲେ ୨୭

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଜଣେ ୮୫ ବର୍ଷୀୟ ମହିଳା ଆଜି କରୋନା ଭୁତାଣୁକୁ ମାତ୍‌ ଦେଇଛନ୍ତି। ସମ୍‌  କୋଭିଡ୍‌ ହସ୍‌ପିଟାଲ୍‌ରେ ଏହି ମହିଳାଜଣକ ଚିକିତ୍ସିତ ହେଉଥିଲେ। ୧୨ ଦିନ ଡାକ୍ତରମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରହିବା ପରେ ସେ ଭୁତାଣୁମୁକ୍ତ ହୋଇଛନ୍ତି। ତାଙ୍କୁ … Read More

ସମ୍‌ ଓ ଆମ୍ରିରେ ହେବ କରୋନା ଟେଷ୍ଟିଂ, ଆଇସିଏମ୍‌ଆର୍‌ ଅନୁମୋଦନ ଲାଭ

ଭୁବନେଶ୍ୱର,  (ଓଡ଼ିଶା ଟାଇମ୍‌) : ଏଣିକି ସମ୍‌ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌  ହୋଇପାରିବ କରୋନା ଭୁତାଣୁ  ସଂକ୍ରମଣ ପରୀକ୍ଷା।   ରାଜ୍ୟର ପ୍ରଥମ ଘରୋଇ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ ଭାବେ ଏହି ମେଡିକାଲ୍‌ କଲେଜ ଲ୍ୟାବୋରେଟୋରୀକୁ ଭାରତର ଭେଷଜ ଗବେଷଣା … Read More

ଭୁବନେଶ୍ୱରରେ ସୋଆର ୩ ହସ୍ପିଟାଲ୍ ଭିନ୍ନ ଭିନ୍ନ ସ୍ଥାନରେ ଥାଇ ଯୋଗାଇ ଦେଉଛନ୍ତି ଉନ୍ନତମାନର ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର, : ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଏଠାରେ ଆରମ୍ଭ ହୋଇଥିବା ରାଜ୍ୟର ବୃହତମ କୋଭିଡ-୧୯ ହସ୍ପିଟାଲ ସମ୍ କୋଭିଡ ହସ୍ପିଟାଲ୍ ସମେତ ସୋଆର ଅନ୍ୟ ଦୁଇଟି ସ୍ଥାନୀୟ ହସ୍ପିଟାଲ୍ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ … Read More