#IndiaFightsWithCorona: ଆଶା ସଞ୍ଚାର କଲା ୟୁଭି ବ୍ଲାଷ୍ଟର୍

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ସହ ଲଢୁଛି ସାରା ବିଶ୍ଵ। ଆମ ଦେଶ ମଧ୍ୟ କରୋନାକୁ ହରାଇବା ପାଇଁ ଯୁଦ୍ଧ ଜାରି ରଖିଛି। ଏହିକ୍ରମରେ ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା(DRDO) ଏକ ସ୍ଵତନ୍ତ୍ର ଉପକରଣ ପ୍ରସ୍ତୁତ କରିଛି। ୟୁଭି ବ୍ଲାଷ୍ଟର ନାମକ … Read More

ମଙ୍ଗଳବାରଠୁ ପୁରୀରେ ଆରମ୍ଭ ହେବ ରଥ ନିର୍ମାଣ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ଭୟ ଭିତରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥାଯାତ୍ରା ପାଇଁ ଉଦ୍ୟମ ଚାଲିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାରଠାରୁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସୋମବାର ଅପରାହ୍ଣରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। … Read More

ସିଭିଲ୍‌ ସର୍ଭିସ୍‌ ପ୍ରିଲିମାନାରୀ ଏକ୍‌ଜାମ୍‌ ସ୍ଥଗିତ

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): କରୋନା ମହାମାରୀ ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୩୧ ତାରିଖରେ ହେବାକୁ ଥିବା ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ଏକ୍‌ଜାମକୁ ସ୍ଥଗିତ ରଖାଯାଇଥିବା କମିସନ ପକ୍ଷରୁ ଘୋଷଣା କରାଯାଇଛି। … Read More

ଦେଶରେ କରୋନାରୁ ସୁସ୍ଥତା ହାର ୨୭%

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ସଂକ୍ରମଣ ଦେଶରେ ଥମିବାର ନାଁ ଧରୁନି। ୨୪ଘଣ୍ଟା ମଧ୍ୟରେ ଦେଶରେ ୨୫୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ମାରାତ୍ମକ ଭୂତାଣୁ କବଳରୁ ସୁସ୍ଥତା ହାର ୨୭%ରୁ ଅଧିକ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

ଗ୍ରୀନ୍ ଜୋନ୍‌ରେ ୧୨ ଘଣ୍ଟିଆ କର୍ଫ୍ୟୁ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ଜିଲ୍ଲା ରହିଛି ଗ୍ରୀନ୍‌ ଜୋନ୍‌ ଭିତରେ। କିନ୍ତୁ ଜାରି ହୋଇଛି ୧୨ ଘଣ୍ଟିଆ କର୍ଫ୍ୟୁ। ସ୍ଥିତିକୁ ଅୁନଧ୍ୟାନ କରିବା ସହ ସତର୍କତାମୂଳକ ପଦକ୍ଷେପ ଭାବେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଫଳରେ ଦୁଇ … Read More

ରେଡ୍‌ ଜୋନ୍‌ରେ ରାଜଧାନୀ, କମିଲା ରାଜ୍ୟର ଗ୍ରୀନ୍‌ ଅଞ୍ଚଳ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ପୂର୍ବରୁ ରାଜ୍ୟରେ ୩ଟି ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଥିବାବେଳେ ସମ୍ପ୍ରତି ଏଥିରେ ରାଜଧାନୀ ଅନ୍ତର୍ଭୁକ୍ତ ହୋଇଛି। ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳ ରେଡ୍‌ ଜୋନ୍‌ ଭିତରକୁ ଆସିଯାଇଛି। କେନ୍ଦ୍ରର ତାଲିକାରେ ରାଜ୍ୟ ସରକାର ଆଜି ପରିବର୍ତ୍ତିତ ସୂଚନା … Read More

‘ବେଙ୍ଗାଲୁରୁ ପାଇଁ ଓଡ଼ିଆଙ୍କ ରହିଛି ଯଥେଷ୍ଟ ଅବଦାନ’

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ବେଙ୍ଗାଲୁରୁ ପାଇଁ ଓଡ଼ିଆମାନଙ୍କ ଅବଦାନ ଯଥେଷ୍ଟ ରହିଛି। ତେଣୁ ସେମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଏଠାରେ ଶିଳ୍ପାନୁଷ୍ଠାନଗୁଡ଼ିକ କାମ ଆରମ୍ଭ କଲେଣି। ତେଣୁ ଓଡ଼ିଆ ଶ୍ରମଜୀବୀମାନେ ଭୟଭୀତ ନ ହୋଇ ଧୈର୍ଯ୍ୟ ଧରନ୍ତୁ। ବେଙ୍ଗାଲୁରୁରେ … Read More

କୁଆଖିଆ ଓଭର୍‌ ବ୍ରିଜ୍‌ରେ ଦୁର୍ଘଟଣା, ୨ ମୃତ

ଭୁବନେଶ୍ଵର (ଓଡ଼ିଶା ଟାଇମ୍‌): ଜାତୀୟ ରାଜପଥର କୁଆଖିଆ ପୋଲ ଉପରେ ବଡ଼ ଦୁର୍ଘଟଣା ଘଟିଛି। ଏକ କଦଳୀ ବୋଝେଇ ଟ୍ରକ୍‌ ସହ ଅନ୍ୟ ଏକ ଟ୍ରକ୍‌ ଧକ୍କା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ ଆନ୍ଧ୍ରରୁ ରାଞ୍ଚି ଅଭିମୁଖେ … Read More

ପଶ୍ଚିମବଙ୍ଗରେ ଚାଲିଛି ଚିଠି ଯୁଦ୍ଧ!

ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍‌): ମହାମାରୀ କରୋନା ବିରୋଧରେ ସବୁଠି ଚାଲିଛି ଜୋରଦାର ଲଢ଼େଇ। ତେବେ ଏହାକୁ ନେଇ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି। ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି … Read More

ବିଦେଶରୁ ଫେରିଲେ ମାଗଣା, ଅନ୍ତଃରାଜ୍ୟ ପାଇଁ ଭଡ଼ା କାହିଁକି?

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ପାଇଁ ଲକ୍‌ଡାଉନ୍‌ ପୁଣି ବଢ଼ାଯାଇଛି। ତେବେ ବାହାରେ ଫସିଥିବା ଶ୍ରମିକ, ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ଘରବାହୁଡ଼ା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। କିନ୍ତୁ ବିଦେଶରୁ ଲୋକଙ୍କୁ ଫେରାଇ ଆଣିବା ପାଇଁ ମାଗଣା ହୋଇଥିବାବେଳେ ଅନ୍ତରାଜ୍ୟ … Read More