ହୋମ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ,୫ ଘଣ୍ଟା ପଡି ରହିଲା ମୃତ ଦେହ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବାରିପଦା, ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଳକ ଅଞ୍ଚଳର ଜଣେ ବ୍ୟକ୍ତି ସୁରତରୁ ଫେରି ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ତାଙ୍କର ଆଜି ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ଦୀର୍ଘ … Read More

ଚୀନ୍‌ର ମେରୁଦଣ୍ଡ ବହୁତ ଦୁର୍ବଳ ?

୪ ପାଦ ଆଗକୁ, ୫ ପାଦ ପଛକୁ, ଭାରତକୁ ଚ୍ୟାଲେଞ୍ଜ କରିବା ପରେ ଚୀନ୍ କହିଲା – “ଭାଇ, ଆମେ ଯୁଦ୍ଧ କରିବା ଉଚିତ୍ ନୁହେଁ ।’’ ମଇ ମାସ ଆରମ୍ଭରୁ ଚୀନ୍‌କୁ ପ୍ରକୃତ ନିୟନ୍ତ୍ରଣ ଲାଇନ୍‌ରେ ଗୁଣ୍ଡାଗର୍ଦ୍ଦି କରିବା ଦେଖିବାକୁ … Read More

ରାଜ୍ୟରେ କରୋନା ମୁକାବିଲା: କିଛି ବୁଝିପାରୁନାହାନ୍ତି ନିରଞ୍ଜନ

ଭୁବନେଶ୍ୱର, (ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଘଡ଼ିକେ ଘୋଡ଼ା ଛୁଟୁଛି। କେତେବେଳେ ଫେରନ୍ତା ପ୍ରବାସୀଙ୍କ ଲାଗି ୨୧ ଦିନର ସଙ୍ଗରୋଧ ବାଧ୍ୟତାମୂଳକ କହୁଛନ୍ତି ତ କେତେବେଳେ ୭ ଦିନର ଆନୁଷ୍ଠାନିକ ସଙ୍ଗରୋଧରେ … Read More

କରୋନା ଭାଇରସ୍: ଚୀନ୍ ନତମସ୍ତକ ହେବ ନାହିଁ, ବିଶ୍ୱକୁ ସ୍ପଷ୍ଟ ଭାବରେ କହିଲା – “ କ୍ଷତିପୂରଣ ମାଗୁଥିବା ଲୋକ ସ୍ୱପ୍ନ ଦେଖୁଛନ୍ତି ”

ସମଗ୍ର ବିଶ୍ୱର ଅଧିକାଂଶ ଦେଶ ଚୀନ୍‌କୁ କରୋନା ଜୀବାଣୁ ପାଇଁ ସମାଲୋଚନା କରିଆସୁଛନ୍ତି । ଚୀନ୍‌ ବିରୋଧରେ ବିଭିନ୍ନ ପ୍ରକାରର ଅଭିଯୋଗ ରହିଛି । ଏପରିକି ଚୀନ୍‌କୁ ଦାୟୀ କରି ମହାମାରୀଦ୍ୱାରା ହୋଇଥିବା କ୍ଷତିର କ୍ଷତିପୂରଣ ଦେବାକୁ କୁହାଯାଇଛି । ବର୍ତ୍ତମାନ … Read More

ଜୁନ୍ ୩୦ ସୁଦ୍ଧା ୮୦% ଶ୍ରମିକ ସେମାନଙ୍କ ଘରେ ପହଞ୍ଚିବେ

କେନ୍ଦ୍ର ଅନୁଯାୟୀ, ୪ କୋଟିରୁ ୭୫ ଲକ୍ଷ ପ୍ରବାସୀ ଶ୍ରମିକ ଘରେ ପହଞ୍ଚିଛନ୍ତି ଲକ୍‌ଡାଉନ୍‌ରେ ରୋଜି ରୁଟି ସଙ୍କଟ ଯୋଗୁଁ ହଇରାଣ ହୋଇଥିଲେ ପ୍ରବାସୀ ଶ୍ରମିକ ଚାଲିଚାଲି, ସାଇକେଲ ଏବଂ ଟ୍ରକରେ ଘରକୁ ଯାଉଛନ୍ତି ପ୍ରବାସୀ ଶ୍ରମିକ ଉତ୍ତରପ୍ରଦେଶରୁ ମୋଟ ୨୧ … Read More

ଆଜିଠୁ ଗୋଳିଆ ମିଶା ଆରମ୍ଭ , ସରକାର ହାତ ଟେକିଦେଲେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଜିଠୁ ରାଜ୍ୟରେ ପ୍ରବାସୀ ଓ ସ୍ଥାନୀୟଙ୍କ ଭିତରେ ଗୋଳିଆ ମିଶା ପ୍ରକ୍ରିୟା ଆରମ୍ଭ ହେବ। କାରଣ ଯେଉଁ କଟକଣା ଓ ପ୍ରୋଟୋକଲ ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିଲା ତାହାକୁ ଉଚ୍ଛେଦ କରାଯାଇଛି। ରାଜ୍ୟ ପାଖରେ ବସ୍‌, ଟ୍ରେନ୍‌ ବା … Read More

ମୁମ୍ବାଇ ବସାଇ ଷ୍ଟେସନରୁ ଶ୍ରମିକ ଟ୍ରେନ ଉତ୍ତରପ୍ରଦେଶ ପରିବର୍ତ୍ତେ ପହଞ୍ଚିଲା ରାଉରକେଲାରେ

ବସାଇ ରୋଡ଼୍‌-ଗୋରଖପୁର ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ୨୧ ମଇରେ ମୁମ୍ବାଇରୁ ଛାଡ଼ିଥିଲା ।  ରେଳବାଇ ଇଟାରସି-ଜବଲପୁର-ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ନାଗର ମାର୍ଗରେ ଭାରୀଯାନକୁ ଦର୍ଶାଇ ଏହି ମାର୍ଗ ପରିବର୍ତ୍ତନ କରିଛି । ବର୍ତ୍ତମାନ ଉତ୍ତରପ୍ରଦେଶ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ, ଓଡିଶା, … Read More

ଗଜପତି, ମାଲକାନଗିରି ଓ ଝାରସୁଗୁଡ଼ାରେ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରୋନା ସଂକ୍ରମଣ ସୂଚନା ଅନୁସାରେ ୮୦ଜଣ ନୂୖା କରୋନା ରୋଗୀଙ୍କୁ ଆଜି ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଭିତରୁ ୫ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। କୌଣସି ରାଜ୍ୟ … Read More

୫୧ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,(ଓଡିଶା ଟାଇମ୍):୫୧ ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୩ଜଣ ସ୍ଥାନୀୟ ଅଞ୍ଚଳ ହୋଇଥିବା ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ ଆଜି … Read More

ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ଗଡିଲା, ୫୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,(ଓଡିଶା ଟାଇମ୍):  ରାଜ୍ୟରେ ଆଉ ୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ … Read More