ଗଞ୍ଜାମ ଜିଲ୍ଲାରେ ୭୬ କରୋନା ଆକ୍ରାନ୍ତ ଚିହ୍ନଟ
ଗଞ୍ଜାମ, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଏହି ପ୍ରରିପେକ୍ଷୀରେ ଆଜି ଗଞାମ ଜିଲ୍ଲାରେ ୭୬ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି … Read More