ଗୋଟିଏ ପରିବାରରୁ ୭ କରୋନା ପଜିଟିଭ୍ ଚିହ୍ନଟ

ଜଟଣୀ, (ଓଡିଶା ଟାଇମ) : ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ଏହି ମହାମାରୀ । ପ୍ରତିଦିନ ଶତାଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହି ପରି  ଜଟଣୀ ପୌରପରିଷଦ ଅନ୍ତର୍ଗତ ହାଟବଜାର ଅଞ୍ଚଳରେ କରୋନା ପଜିଟିଭ୍‌ … Read More

ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଶାରେ ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଶ୍ରୀକାନ୍ତ ଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଆସିଥିବା ସୂଚନା … Read More

ଭୁବନେଶ୍ୱରରୁ ଆଜି ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ସର୍ବାଧିକ ୧୨୬୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୬ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୧୨୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୩ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ … Read More

କଟକ ସହରରୁ ଆଉ ୩୪ କରୋନା ପଜିଟିଭ୍ ଚିହ୍ନଟ

କଟକ, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମଣ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଟକ ସହରରୁ ଆଉ ୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୨୬ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮ଜଣ … Read More

ରାଜ୍ୟରେ ସର୍ବାଧିକ ୧୦୭୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୮୩୫ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ … Read More

ଅକ୍ସଫୋର୍ଡର କରୋନା ଟୀକା ଆସୁଛି, ଜାଣନ୍ତୁ ନାମ କ’ଣ ହେବ, କେତେ ଦାମରେ ମିଳିବ

କୋଭିଡ଼୍‌-୧୯ ମହାମାରୀର ମୁକାବିଲା ପାଇଁ ଟୀକା ତିଆରି ପ୍ରକ୍ରିୟାରେ ନିୟୋଜିତ ଥିବା ବିଶ୍ୱର ଅନେକ ଅନୁଷ୍ଠାନ ବିଭିନ୍ନ ପରୀକ୍ଷଣରେ ସଫଳ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ, ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର କରୋନା ଟୀକା ସାମ୍ନାକୁ ଆସିଛି । ଯଦି ଏହି ଟୀକା … Read More

ଗଜପତି ADM କରୁଣାକର ରାଇକାଙ୍କ ମୃତ୍ୟୁ, କୋଭିଡ୍ ହସ୍ପିଟାଲ୍ ପରିଚାଳନା ଦାୟିତ୍ବରେ ଥିଲେ

ଗଜପତି, (ଓଡିଶା ଟାଇମ୍) : ଗଜପତି ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ମୃତ୍ୟୁ ହୋଇଛି । ଗଜପତି ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟର ପରିଚାଳନା ଦାୟିତ୍ବରେ ଥିଲେ କରୁଣାକର ରାଇକା । ସୂଚନା ଅନୁସାରେ ଗତ କିଛି ଦିନ … Read More

ରାଜ୍ୟ ପାଇଁ ଭଲ ଖବର , ସୁସ୍ଥ ହେଲେ ଆଉ ୬୦୭ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟର ସବୁଠୁ ଅଧିକ କରୋନା ପ୍ରବଣ ଜିଲ୍ଲା ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଆଶ୍ଵସ୍ତିକର ବିଷୟ ଦୈନିକ ବଢୁଥିବା ସଂକ୍ରମଣ ସହିତ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ … Read More

କରୋନା ଟୀକା ପ୍ରସ୍ତୁତି ପରେ ବିଶ୍ୱ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଯିବ

କରୋନା ଭୂତାଣୁ ଦୂର କରିବା ପାଇଁ ଟୀକା ଆବିଷ୍କାର ଜାରି ରହିଛି । ଅନେକ ଟୀକା ପ୍ରାର୍ଥୀଙ୍କ ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଇସିଏମଆର-ଭାରତ ବାୟୋଟେକର ସ୍ୱଦେଶୀ କରୋନା ଟୀକା କୋଭାକ୍ସିନ୍‌ର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି … Read More

କଟକ ସହରରୁ ବାହାରିଲେ ଆଉ ୧୧ କରୋନା ପଜିଟିଭ୍

କଟକ, (ଓଡିଶା ଟାଇମ୍) : କଟକ ସହରରୁ ଆଉ ୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯ ଜଣ ଥିବା ବେଳେ ୨ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬ଜଣ … Read More