କୋଭିଡ୍-୧୯: ଦେଶରେ ୬ ହଜାର ୫୬୬ ନୂଆ ପଜିଟିଭ୍, ସଂଖ୍ୟା ୧ଲକ୍ଷ ୫୮ ହଜାର ୩୩୩
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଦେଶରେ କରୋନା ଆକଆନ୍ତଙ୍କ ସଂଖ୍ୟା ଦିନକୁ ଦିନ ବିସ୍ଫୋରିତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ୬ହଜାର ୫୬୬ ଜଣଙ୍କ ପାଖରେ କରୋନା ଭୁତାଣୁ ଥିବା ଚିହ୍ନଟ କରାଯାଇଛି। ଏହାଦ୍ଵାରା ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା … Read More