ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧,୦୯୬ କରୋନା ନମୁନା ପରୀକ୍ଷା
ଭୁବନେଶ୍ବର,(ଓଡିଶା ଟାଇମ୍) :ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୧,୦୯୬ କରୋନା ନମୁନା ପରୀକ୍ଷା କରାଯାଇଛି। ଏଥି ମଧ୍ୟରୁ ୫, ୯୭୦ଟି ଆରଟି-ପିସିଆର, ୩୫,୦୮୨ଟି ଆଣ୍ଟିଜେନ ଓ ୪୪ଟି ଟ୍ରୁନଟ୍ ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ … Read More