ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫,୩୫୮ଟି କରୋନା ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୩୫୮ ଟି କରୋନା ପରୀକ୍ଷା କରାଯାଇଛି । ଏହା ମଧ୍ୟରୁ ୭୮୮୫ଟି ଆରଟି-ପିସିଆର, ୩୭,୩୪୦ଟି ଆଣ୍ଟିଜେନ ଓ ୧୩୩ଟି ଟ୍ରୁନାଟ୍‌ ପରୀକ୍ଷା ଅନ୍ତର୍ଭୁକ୍ତ । ଏହାର ପୂର୍ବଦିନ ଅର୍ଥାତ … Read More