ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଫ୍ୟାକ୍ଟ୍ରିର କାନ୍ଥ: ୮ ମୃତ, ଉଦ୍ଧାରକାର୍ଯ୍ୟ ଜାରି
ରାଜସ୍ଥାନ, (ଓଡିଶା ଟାଇମ୍) : ରାଜସ୍ଥାନର ଜୋଧପୁର ଜିଲା ବାସନୀ ଅଞ୍ଚଳରେ ଏକ ନିର୍ମାଣଧୀନ କାରଖାନାର କାନ୍ଥ ଭୁଷୁଡି ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୬ ଆହତ ହୋଇଥିବା ବୁଧବାର ଜଣାପଡ଼ିଛି। ଏହି ଘଟଣାର ଗତକାଲି ସନ୍ଧ୍ୟାରେ ଘଟିଥିଲା। … Read More