ବିମୁଦ୍ରାୟନକୁ ଚାରିବର୍ଷ-ବିଶ୍ୱାସଘାତ ଦିବସ ରୂପେ ପାଳନ କଲା କଂଗ୍ରେସ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିକୁ ଠିକ୍ 4 ବର୍ଷ ତଳେ ନଭେମ୍ବର-୮, ୨୦୧୬ ମସିହା ରାତି-୮ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତାଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିମୁଦ୍ରାୟନ ଘୋଷଣା କରିଥିଲେ ଏବଂ ୫ଶହ ଓ ହଜରେଟଙ୍କିଆ ନୋଟକୁ ସଂପୂର୍ଣ୍ଣଭାବେ ଅଚଳ … Read More