୬ କାର୍ଟୁନରେ କର୍ଣ୍ଣାଟକ ନିର୍ବାଚନ ବୟାନ

ବିଷାକ୍ତ ସାପଠାରୁ ଆରମ୍ଭ କରି ବିଷକନ୍ୟା, ବଜରଙ୍ଗ ଦଳ ଉପରେ କଟକଣାଠାରୁ ବଜରଙ୍ଗବଳୀ କି ଜୟ ଭୁବନେଶ୍ୱର: କର୍ଣ୍ଣାଟକରେ ୨୨୪ ଟି ଆସନ ପାଇଁ ମତଦାନ ହୋଇସାରିଛି । ୬୯% ମତଦାତା ମତଦାନ କରିଛନ୍ତି । ବୁଧବାର ୧୦ଟି ଏକଜିଟ୍ ପୋଲ୍ … Read More

କଂଗ୍ରେସ ମୋତେ ଏପର୍ଯ୍ୟନ୍ତ ୯୧ଥର ଗାଳି ଗୁଲଜ କରିଛି:ମୋଦି

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଯାଇଛନ୍ତି । କର୍ଣ୍ଣାଟକର ବିଦାରରେ ପ୍ରଥମ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯେଉଁମାନେ ସାଧାରଣ ଲୋକଙ୍କ କଥା କହୁଛନ୍ତି, ଦୁର୍ନୀତିର ପର୍ଦ୍ଦାଫାସ କରୁଛନ୍ତି, ସ୍ୱାର୍ଥପର ରାଜନୀତି … Read More

ମନମୋହନଙ୍କ ୫୧ପ୍ରତିଶତ ଭୋଟ ହାସଲ ଦାବି କେତେ ଯୁକ୍ତିଯୁକ୍ତ!

ଭୁବନେଶ୍ୱର,(ଓଡ଼ିଶାଟାଇମ): ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରେ ୫୧ ପ୍ରତିଶତ ଭୋଟ ହାସଲ କରି କ୍ଷମତାକୁ ଆସିବ ବୋଲି ନବନିଯୁକ୍ତ ରାଜ୍ୟ ସଭାପତି ମନମୋହନ ଯେଉଁ ଦାବି କରିଛନ୍ତି ତାହା କେତେ ଯୁକ୍ତିଯୁକ୍ତ ? କାରଣ ୧୯୯୫ରୁ ଆରମ୍ଭ କରି ୨୦୧୯ ପର୍ଯ୍ୟନ୍ତ … Read More

ପେଟ୍ରୋଲ ଏବଂ ଡିଜେଲ ଦର କମାଇ ବିଜେପିର କ୍ଷତି ଭରଣା ଉଦ୍ୟମ

ବୁଧବାର ସରକାର ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲରେ ୧୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି । ଏହା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସପାଇଁ ରାସ୍ତା ସଫା କରିଛି । ଏହି ନିଷ୍ପତ୍ତି ଗୁରୁବାରଠାରୁ କାର୍ଯ୍ୟକାରୀ ହେବ … Read More

‘୪୦ବର୍ଷ ପର୍ଯ୍ୟନ୍ତ ବିଜେପି ଶକ୍ତିଶାଳୀ ହେବ, ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଶକ୍ତି ଅନୁମାନ କରିବାରେ ଅସମର୍ଥ’: ପ୍ରଶାନ୍ତ କିଶୋର

“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲୋକମାନେ ରାଗିଛନ୍ତି ଏବଂ ତାଙ୍କୁ କ୍ଷମତାରୁ ବାହାର କରିଦେବେ ବୋଲି ଭ୍ରମରେ ପଡ଼ନ୍ତୁ ନାହିଁ । ଲୋକମାନେ ହୁଏତ ମୋଦୀଙ୍କୁ କ୍ଷମତାରୁ ହଟାଇ ପାରନ୍ତି, କିନ୍ତୁ ବିଜେପି ବର୍ତ୍ତମାନ କୌଣସ କ୍ଷମତା ରାଜନୀତିରୁ ହଟୁନାହିଁ ।”    … Read More

ଶାହବାନୋ ମାମଲା: ୧୯୮୬ରେ ରାଜୀବ ଗାନ୍ଧୀ କଂଗ୍ରେସର ପତନ ଏବଂ ବିଜେପିର ଉତ୍ଥାନପାଇଁ ପଟ୍ଟକଥା ଲେଖିଥିଲେ !

ଭୁବନେଶ୍ୱର : ଅତୀତର ଭୁଲ ଏବେ କଂଗ୍ରେସକୁ ମହଙ୍ଗା ପଡ଼ୁଛି । ଭୁଲ ଯେତେ ବଡ଼ ହେବ, କ୍ଷତି ମଧ୍ୟ ସେତିକି ବଡ଼ ହେବ । ଯଦି ଦୁର୍ବଳମାନେ ଭୁଲ କରନ୍ତି, ଏହା ହୁଏତ ମହଙ୍ଗା ହୋଇନପାରେ, କିନ୍ତୁ ଯେତେବେଳେ ଶକ୍ତିଶାଳୀମାନେ … Read More

୬ ମାସରେ ବଦଳିଲେ ୬ ମୁଖ୍ୟମନ୍ତ୍ରୀ: କାହିଁକି, କେମିତି ଓ କେଉଁଠି ଜାଣନ୍ତୁ ସମ୍ପୂଣ୍ଣ ରିପୋର୍ଟ

ବିଗତ ୬ ମାସ ମଧ୍ୟରେ ୫ ରାଜ୍ୟରେ ବଦଳିଲେଣି ୬ ଜଣ ମୁଖ୍ୟମନ୍ତ୍ରୀ । ଖାଲି ବିଜେପି ଶାସିତ ରାଜ୍ୟରେ ନୁହେଁ, କଂଗ୍ରେସ ବି ସମ୍ଭାବୃ୍ୟ ନିର୍ବାଚନରେ ନିଜର ସ୍ଥିତିକୁ ସୁଧାରିବା ଲାଗି ଏହି ରଣନୀତିକୁ ଆପଣାଇଛି। ତେବେ କିଏ କେଉଁଠି … Read More

କଂଗ୍ରେସ ରାଜନୀତି-ପଞ୍ଜାବ, ରାଜସ୍ଥାନ ପରେ ଏବେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପଦ ଲଢ଼େଇ ଆରମ୍ଭ

କଂଗ୍ରେସର ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ ଭୁଲ୍ ସଂଶୋଧନ କରିବା ପରିବର୍ତ୍ତେ ଏହାକୁ ଲୁଚାଇବାକୁ ଧ୍ୟାନ ଦେଉଛି । ଫଳରେ ଦଳ ଧୀରେ ଧୀରେ ନିଶ୍ଚିହ୍ନ ହେବାକୁ ଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ପଞ୍ଜାବ ଏବଂ ରାଜସ୍ଥାନରେ ଦଳର … Read More

ଆଜି ଦେଶର ସମସ୍ତ ରାଜଭବନ ଘେରାଉ କରିବ କଂଗ୍ରେସ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ଏବେବି ବିବାଦ ଲାଗି ରହିଛି । କୃଷକଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଦଳ ଶୁକ୍ରବାର ସାରା ଦେଶରେ ବିରୋଧ କରୁଥିବା କୃଷକଙ୍କୁ … Read More

କଂଗ୍ରେସର ବରିଷ୍ଠ ନେତା ମାଧବ ସିଂ ସୋଲାଙ୍କିଙ୍କ ପରଲୋକ

ଗୁଜୁରାଟ, (ଓଡିଶା ଟାଇମ୍) : ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମାଧବସିଂହ ସୋଲାଙ୍କି ଶନିବାର ପରଲୋକ ହୋଇଯାଇଛି। ପରଲୋକ ସମୟରେ ତାଙ୍କୁ୯୪ ବର୍ଷ ବୟସ ହୋଇଥିଲା। ସେ ବୈଦେଶିକ ମନ୍ତ୍ରୀ ଭାବରେ ମଧ୍ୟ ଦେଶ ପାଇଁ କାମ … Read More