ଆସନ୍ତାକାଲି ଠାରୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତାକାଲିଠାରୁ ବନ୍ଦ ରହିବ ଭୁବନେଶ୍ୱର ଏମ୍ସର ଓପିଡି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିଷ୍ପତ୍ତି ଯାଏ ଓପିଡି ବନ୍ଦ ରହିବ ବୋଲି ଜଣାପଡିଛି । … Read More

ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେଲା ରାଜଭବନ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଆଧାରରେ ରାଜଭବନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ … Read More

ଭୁବନେଶ୍ୱର RTO-୨ ବନ୍ଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ଵରରେ ଦିନକୁ ଦିନ କରୋନା ପଜିଟିଭ ବଢିବାରେ ଲାଗିଛି । ଏଥିପାଇଁ ଭୁବନେଶ୍ବର ଆରଟିଓ-୧ ପରେ ଏବେ ଆରଟିଓ-୨ ବନ୍ଦ ହୋଇଛି  । କରୋନା ସଂକ୍ରମଣ ଆଶଙ୍କାରେ ଆରଟିଓ-୨କୁ ବନ୍ଦ କରି ଦିଆଯାଇଛି । … Read More

ବ୍ରହ୍ମପୁର ଏମକେସିଜି ମେଡିକାଲର OPD ବନ୍ଦ

ବ୍ରହ୍ମପୁର, (ଓଡିଶା ଟାଇମ୍) : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କଟକ ଓ ଭୁବନେଶ୍ୱରରୁ ଯେପରି ଭାବେ ମେଡିକାଲରୁ ସଂକ୍ରମିତ ଚିହ୍ନଟ ହୋଇଥିଲା ତାହାକୁ ଦୃଷ୍ଟିରେ ବ୍ରହ୍ମପୁର ଏମକେସିଜି ମେଡିକାଲର OPD ବନ୍ଦ କରାଯାଇଛି … Read More