ପୂର୍ବତନ କ୍ରିକେଟ୍ର ତଥା ମନ୍ତ୍ରୀ ଥିବା ଚେତନ ଚୌହ୍ଵାନଙ୍କ ପରଲୋକ
ଉତ୍ତରପ୍ରଦେଶ, (ଓଡିଶା ଟାଇମ୍) :ଉତ୍ତର ପ୍ରଦେଶର ଗୃହରକ୍ଷୀ ମନ୍ତ୍ରୀ ତଥା ପୂର୍ବତନ ଭାରତୀୟ କ୍ରିକେଟ୍ର ଚେତନ ଚୌହ୍ଵାନଙ୍କ ଆଜି ପରଲୋକ ଘଟିଛି। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ କିଡନୀ … Read More