କେୟାର ହସ୍ପିଟାଲସ୍ ପକ୍ଷରୁ ଭୁବନେଶ୍ୱରରେ ବିରଳ ୟୁନିକମ୍ପାର୍ଟମେଂଟାଲ ଆଣ୍ଠୁ ରିପ୍ଲେସ୍‌ମେଂଟ୍ ସର୍ଜରି ସମ୍ପାଦିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଡକ୍ଟର ସନ୍ଦୀପ ସିଂହଙ୍କ ନେତୃତ୍ୱରେ କେୟାର ହସ୍ପିଟାଲସ୍‌ର ଅସ୍ଥିଶଲ୍ୟ ସର୍ଜନମାନଙ୍କ ଏକ ଟିମ୍ ପକ୍ଷରୁ ଭୁବନେଶ୍ୱରରେ ଏକ ବିରଳ ୟୁନିକମ୍ପାର୍ଟମେଂଟାଲ ନି ରିପ୍ଲେସମେଂଟ୍ (ୟୁକେଆର୍‌) ସର୍ଜରି କରାଯାଇଛି । ଏହି ନି ରିପ୍ଲେସମେଂଟ୍ ସର୍ଜରି ସମୟରେ … Read More