ସମ୍ପତ୍ତି ପାଇଁ ସାନ ଭାଇକୁ ବଡ଼ ଭାଇର ମରଣାନ୍ତକ ଆକ୍ରମଣ

(ଭୁବନେଶ୍ବର, ଓଡ଼ିଶା ଟାଇମ୍) ନୟାପଲ୍ଲୀ ଅଞ୍ଚଳରେ ପୈତୃକ ସମ୍ପତ୍ତି ପାଇଁ ବଡ ଭାଇ ନିହାର ରଞ୍ଜନ ହାତୀ ଓ ଭିଣୋଇ ସହ ଅନ୍ୟ ସହଯୋଗୀ ମିଶି ସାନ ଭାଇ ପ୍ରୀତି ରଂଞ୍ଜନ ହାତୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହା ସହ  ନିଜ ଭାଇ ବୋହୁକୁ … Read More

କ୍ୟାପିଟାଲ ହସ୍ପିଟାଲରୁ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜଧାନୀର କ୍ୟାପିଟାଲରୁ ହସ୍ପିଟାଲରୁ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରୁ ଆଉ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ପୁଣି … Read More

କ୍ୟାପିଟାଲ ହସ୍ପିଟାଲରୁ ପୁଣି କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :କ୍ୟାପିଟାଲ ହସ୍ପିଟାଲ ଓପିଡିରୁ ପୁଣି ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଉଭୟ ଆକ୍ରାନ୍ତ ଓପିଡିରେ ଚିହ୍ନଟ ହୋଇଛନ୍ତି । କେହି ହସ୍ପିଟାଲ ଷ୍ଟାଫ୍‌ ନୁହନ୍ତି କି ଇନ୍‌ଡୋର ରୋଗୀ ନୁହନ୍ତି । ତେବେ ଚିହ୍ନଟ … Read More

କ୍ୟାପିଟାଲ ହସ୍ପିଟାଲ ଶିଶୁ ୱାର୍ଡରୁ ଜଣେ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ଗଞ୍ଜାମ, ଖୁର୍ଦ୍ଧା ଜିଲା କରୋନା ହଟସ୍ପଟ୍ ପଲଟିଛି। ତେବେ ଯେତେ ରୋକିଲେ ବି ରୋକି ହେଉନି କରୋନା ସଂକ୍ରମଣ … Read More

କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସରେ ଏହି ବ୍ୟବସ୍ଥାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପ୍ଲାଜମା ସମ୍ପର୍କିତ ଭିଡ଼ିଓ ଚିତ୍ରକୁ ମଧ୍ୟ ଉଦଘାଟନ … Read More

କ୍ୟାପିଟାଲ ହସ୍ପିଟାଲର ଆଉ ୨ କର୍ମଚାରୀଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : କ୍ୟାପିଟାଲ ହସ୍ପିଟାଲରେ କରୋନା ସଂକ୍ରମିତ ବଢ଼ିଛି । ପୂର୍ବରୁ ହସ୍ପିଟାଲର ୫ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ  ଆଉ ଦୁଇ ଷ୍ଟାଫନର୍ସ ସଂକ୍ରମିତ ହୋଇଛନ୍ତି । ଏ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି … Read More

କ୍ୟାପିଟାଲ ହସ୍ପିଟାଲରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ଯରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ ।  ଏହା ମାରାତ୍ମକ ରୂପ ନେଉଛି । ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର, ଏସ୍‌ସିବି, ଏମ୍‌ସ ପରେ ଏବେ ପୁଣି କ୍ୟାପିଟାଲ ହସ୍ପିଟାଲରୁ କରୋନା ପଜିଟିଭ୍ … Read More

ଡଃ. ଲକ୍ଷ୍ମୀକାନ୍ତ ସାହୁ ହେଲେ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ

ଭୁବନେଶ୍ଵର, (ଓଡିଶା ଟାଇମ୍) : କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଭାବେ ଡା. ଲକ୍ଷ୍ମୀଧର ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ହସ୍ପିଟାଲର ଅଧୀକ୍ଷକ ଭାବେ ଡା. ବିରଞ୍ଚି ନାରାୟଣ ବାରିକଙ୍କୁ ଅବସ୍ଥାପିତ କରାଯାଇଛି। ଆଜି ଉଭୟ କାର୍ୟ୍ୟରେ ଯୋଗଦେବେ‌ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା … Read More