ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଚିକାଗୋରୁ ଫେରିଲା ସୁଜିତ ପ୍ରଧାନଙ୍କ ମରଶରୀର

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଚିକାଗୋରୁ ସୁଜିତ ରଞ୍ଜନ ପ୍ରଧାନଙ୍କ ମରଶରୀର ଗତକାଲି ବିଳମ୍ବିତ ରାତିରେ ଭୂବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି। ପରିବାର ଲୋକଙ୍କ ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ … Read More