E Vehicle ପ୍ରୋତ୍ସାହନ ପାଇଁ ବ୍ୟାଟେରୀ ବଦଳ ନୀତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ ଇ ଭେହିକିଲ୍‌ ବା ବ୍ୟାଟେରୀ ଚାଳିତ ଯାନର ବ୍ୟବହାର ପାଇଁ କେନ୍ଦ୍ର ସରକାର ଅଧିକ ଯତ୍ନଶୀଳ ହୋଇଛନ୍ତି। ହେଲେ ବ୍ୟାଟେରୀ ଚାଳିତ ଯାନଗୁଡ଼ିକ ଲାଗି ଚାର୍ଜିଂ ଷ୍ଟେସନ୍‌ ସ୍ଥାପନା ଏକ ସମସ୍ୟା ଭାବେ ଠିଆ ହୋଇଛି। … Read More

ଲୋକସଭାରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରୁଛନ୍ତି ବଜେଟ୍‌ ୨୦୨୨-୨୩- ଜାଣନ୍ତୁ ଅପ୍‌ଡେଟ୍‌

ଭୁବନେଶ୍ଵର (ଓଡ଼ିଶା ଟାଇମ୍‌) : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଚତୁର୍ଥଥର ପାଇଁ ଦେଶର ବଜେଟ୍‌ ଉପସ୍ଥାପନ କରୁଛନ୍ତି। ସ୍ୱାଧୀନ ଭାରତ ୧୦୦ ବର୍ଷରେ ପହଞ୍ଚିବାକୁ ଆଖିରେ ରଖି ଏହି ବଜେଟ୍‌ ପ୍ରସ୍ତୁତ କରାଯାଇଛି। ଏହି ସମୟରେ ଦେଶର ମୁଳଦୂଆକୁ … Read More

ଆଜି ରାଜ୍ୟ ବଜେଟ୍‌: କାଳିଆ, ମିଶନଶକ୍ତିକୁ ଗୁରୁତ୍ଵ ସହ ନୂଆ ଯୋଜନାକୁ ମିଳିପାରେ ସ୍ଵିକୃତୀ

ଭୁବନେଶ୍ଵର, (ଓଟି): ହୋ ହଲ୍ଲା, ଆରୋପ ପ୍ରତ୍ୟାରୋପ ଭିତରେ ଚାଲିଥିବା ବିଧାନସଭାର ସ୍ଵଳ୍ପ କାଳୀନ ଅଧିବେଶନରେ ଆଜି କାମଚଳା ବଜେଟ୍‌ ଉପସ୍ଥାପନ ହେବ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏହି ପ୍ରସ୍ତାବ ଆଗତ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଏହାପରେ ୪ … Read More

କେବେ ବଦଳିଲା ବଜେଟ‍୍‌ ଆଗତ ସମୟ : କାହିଁକି ସଂଧ୍ୟାରେ ଆଗତ ହେଉଥିଲା ବଜେଟ‍୍‌

୧ ଫେବୃଆରିରେ କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ବର୍ତ୍ତମାନ ସରକାରର ଅନ୍ତିମ ବଜେଟ‍୍‌ ଆଗତ କରିବେ। ଭାରତର ବଜେଟ‍୍‌ ଗତ କିଛି ବର୍ଷ ହେଲା ଦିନ ୧୧ଟାବେଳେ ଆଗତ କରାଯାଉଛି। କିନ୍ତୁ ଏହା ଆଗରୁ ବଜେଟ‍୍‌ ସଂଧ୍ୟା ୫ଟାବେଳେ ଆଗତ କରାଯାଉଥିଲା। … Read More

ସର୍ବାଧିକ ବଜେଟ‍୍‌ ଆଗତ କରିଥିବା ଅର୍ଥମନ୍ତ୍ରୀ

ଆଥିର୍କ ବର୍ଷରେ ସଂସଦରେ ଆଗତ ହେଉଥିବା ବଜେଟ‍୍‌ ସ୍ୱତନ୍ତ୍ର ହୋଇଥାଏ। ବଜେଟରେ କେବଳ ଯୋଜନାର ଧାଡ଼ି କିମ୍ୱା ଜନସାଧାରଣଙ୍କୁ ବିଭିନ୍ନ ସମସ୍ୟାରୁ ରକ୍ଷା କରିବା ପାଇଁ ଚର୍ଚ୍ଚାରେ ନଥାଏ, ଏଥିରେ ବଜେଟ‍୍‌ ଆଗତ କରିଥିବା ଅର୍ଥମନ୍ତ୍ରୀଙ୍କ କାରଣରୁ ମଧ୍ୟ ଚର୍ଚ୍ଚାକୁ ଆସିଥାଏ। … Read More

ପ୍ରଥମ ବଜେଟ‍୍‌ ପୂର୍ଣ୍ଣାଙ୍ଗ ନଥିଲା

ଦେଶବାସୀ ବଜେଟ‍୍‌କୁ ନେଇ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। କାରଣ ବଜେଟରେ ସେମାନଙ୍କ ପାଇଁ କ’ଣ ରହିଛି ତାହା ଜାଣିବାକୁ ସେମାନେ ଚାହିଁଥାନ୍ତି। ଆମ ଦେଶ ସ୍ୱାଧିନ ହେବା ପରେ ପ୍ରଥମେ ଯେଉଁ ବଜେଟ‍୍‌ ଆଗତ ହୋଇଥିଲା ତାହା ପୂର୍ଣ୍ଣ ବଜେଟ‍୍‌ … Read More

ପୂର୍ଣ୍ଣ ବଜେଟ ଆଗତ କରିବେ ସରକାର!

ନିକଟରେ ଅନେକ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ପରାଜୟର ସାମ୍ନା କରିବା ପରେ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅସନ୍ତୁଷ୍ଟ ଭୋଟରଙ୍କୁ ମନାଇବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ପରିବର୍ତ୍ତେ ପୂର୍ଣ୍ଣକାଳୀନ ବଜେଟ୍ … Read More