କାହାପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼: ରାଜ୍ୟର ୭୫ ପ୍ରତିଶତ ଗାଁରେ ନାହିଁ ସ୍ୱାସ୍ଥ୍ୟକେନ୍ଦ୍ର, ଦେଶରେ ତଳଆଡ଼ୁ ତିନି ନମ୍ବର
ଭୁବନେଶ୍ୱର, (ହରିହର ପଣ୍ଡା) : ସ୍ୱାସ୍ଥ୍ୟସେବା ଲାଗି ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ଘୋଷଣା କରି ଚାଲିଛନ୍ତି । ବର୍ଷକୁ ବର୍ଷ ସ୍ୱାସ୍ଥ୍ୟସେବାର ବିକାଶ ଲାଗି ସରକାର ବଜେଟ୍ ପରିମାଣ ମଧ୍ୟ ବଢ଼ାଉଛନ୍ତି । ଚଳିତ ବର୍ଷ ବଜେଟ୍ରେ ପ୍ରାୟ … Read More