ଅଗଷ୍ଟ ୬ରୁ ମାଟ୍ରିକ ଖାତା ରିଚେକିଂ ଆବେଦନ

ଭୁବନେଶ୍ବର, (ଓଡିଶା ଟାଇମ୍) : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ମାଟ୍ରିକ ପରୀକ୍ଷାର ଖାତା ରିଚେକିଂ ଆବେଦନ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ। ପରୀକ୍ଷାର୍ଥୀମାନେ ସବ୍‍ଜେକ୍ଟିଭ ଓ ଅବଜେକ୍ଟିଭ ଖାତା ରିଚେକିଂ ସହ ସେଗୁଡ଼ିକର ଅବିକଳ … Read More