ପ୍ରକାଶ ପାଇଲା ବିପିୟୁଟି ରେଜଲ୍ଟ; ପାସ୍ହାର ୯୩ ପ୍ରତିଶତ
ଭୁବନେଶ୍ବର, (ଓଡିଶା ଟାଇମ୍) : ବିପିୟୁଟିର ବିଟେକ୍ ଓ ଏମ୍ଏସସି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏନେଇ ବିପିୟୁଟିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଟେକ୍ ଓ ଏମ୍ଏସସିର ଫାଇନାଲ ସେମିଷ୍ଟରରେ ୯୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ … Read More