ଜୁନ୍‌-୨ରୁ ବ୍ୟାପକ ହେବ ଟ୍ରେନ୍‌ ଚଳାଚଳ: ୨୩୦ ଟ୍ରେନ୍‌ ପାଇଁ ଟିକଟ ବୁକିଂ ଆରମ୍ଭ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ପୂର୍ବ ଘୋଷିତ ୧୫ ହଳ ସ୍ଵତନ୍ତ୍ର ଏସି ଟ୍ରେନ୍‌କୁ ମିଶାଇ ୨୩୦ ଟ୍ରେନ୍‌ ପାଇଁ ଆରମ୍ଭ ହୋଇଛି ଟିକଟ୍‌ ବୁକିଂ। ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ୍‌ରେ ଥିବା କାଉଣ୍ଟରକୁଡ଼ିକରେ ଏହି ସେବା ଉପଲବ୍ଧ ହୋଇଛି। ଭୁବନେଶ୍ଵର, କଟକ, … Read More