ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି, (ଓଡିଶା ଟାଇମ୍) : ଆନ୍ଧ୍ରପ୍ରଦେଶ ସୀମାନ୍ତବର୍ତ୍ତୀ ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଗୁରସେତୁ ନିକଟରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଗୁରୁବାର ସକାଳେ ହୋଇଥିବା ଏହି ଏନକାଉଣ୍ଟରରେ ମାଓବାଦୀମାନେ ଯବାନଙ୍କୁ ସାମ୍ନା କରି ନ ପାରି ସେଠାରୁ … Read More

ସିଆରପିଏଫ ଟ୍ରୁପ ଉପରେ ଆତଙ୍କବାଦୀ ହମଲା : ଦୁଇ ଯବାନ ସହିଦ

ଶ୍ରୀନଗର, (ଓଡିଶା ଟାଇମ୍) :ଜାମ୍ମୁ କାଶ୍ମୀରର ସୋପୋରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କନଭେନ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ସିଆରପିଏଫ ୧୭୯ ବାଟାଲିୟନର ଦୁଇ ଜଣ ଜବାନ ନିହତ ହୋଇଥିବାବେଳେ ଜଣେ ସାଧାରଣ ନାଗରିକଙ୍କ … Read More

ନେପାଳ ରାସ୍ତା ଦେଇ ଦେଶରେ ପ୍ରବେଶ କରିଛନ୍ତି ଜୈସର ୬ ଆତଙ୍କବାଦୀ

ପାଟଣା, (ଓଡିଶା ଟାଇମ୍) :ପୋଲିସ ମୁଖ୍ୟାଳୟ ସୂତ୍ର ଅନୁଯାୟୀ, ସ୍ପେଶାଲ ବ୍ରାଞ୍ଚ ଏସପି ମୁଜାଫରପୁର ସହିତ ଉତ୍ତର ବିହାରର ସମସ୍ତ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛନ୍ତି । ନେପାଳ ରାସ୍ତା ଦେଇ ଜୈସର ୬ରୁ ଅଧିକ ଆତଙ୍କବାଦୀ ବିହାରରେ ପ୍ରବେଶ … Read More

ଚୀନକୁ ଚେତାଇଲା ଭାରତ: କହିଲା- ଏଲଏସିରୁ ସେନା ହଟାଅ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତ ପୂର୍ବ ଲଦ୍ଦାଖରେ ଗତିରୋଧ ପାଇଁ ଚୀନକୁ ଚେତାବନୀ ଦେଇଛି । ଭାରତ କହିଛି, ଚୀନ ମେ’ ମାସର ଆରମ୍ଭରୁ ବାସ୍ତବିକ ନିୟନ୍ତ୍ରଣ ରେଖାରେ ବଡ଼ ସଂଖ୍ୟାରେ ସୈନିକ ଓ ଯୁଦ୍ଧ ସାମଗ୍ରୀ ଏକତ୍ର କରୁଛି … Read More

୩ ଦିନ ପରେ ୧୦ ଯବାନଙ୍କୁ ଛାଡ଼ିଲା ଚୀନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପୂର୍ବ ଲଦାଖର ଗଲୱାନ ଉପତ୍ୟକା ଅଞ୍ଚଳରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷ ବେଳେ ଅଟକ ରଖିଥିବା ୧୦ ଭାରତୀୟ ଯବାନଙ୍କୁ ମୁକ୍ତ କରିଛି ଚୀନ୍ । ପିଟିଆଇର ରିପୋର୍ଟ ଅନୁଯାୟୀ, ଚୀନ ସେନା ୨ ମେଜର … Read More

ଏଲଏସିରେ ଶହୀଦ ହୋଇଥିବା ୨୦ ଯବାନଙ୍କ ମଧ୍ୟରେ ୨ ଓଡ଼ିଆ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ଜଣେ ଯବାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଓ ଅନ୍ୟଜଣେ … Read More