ଭୁବନେଶ୍ଵର କରୋନା ମୁକ୍ତ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭୁବନେଶ୍ଵର ମହାନଗର ନିଗମରେ ଏବେ କୌଣସି କରୋନା ରୋଜୀ ନାହାନ୍ତି ବୋଲି ସରକାର ଜଣାଇଛନ୍ତି। ବିଏମ୍ସି ପକ୍ଷରୁ ଏନେଇ ଭୁବନେଶ୍ଵରବାସୀଙ୍କୁ କୃତଜ୍ଞତା ଜଣାଯିବା ସହ ଆସନ୍ତା ଦିନମାନଙ୍କରେ କରୋନା ଭୁତାଣୁ ରୋଗ ବିରୁଦ୍ଧରେ ଲଢ଼େଇ ଜାରି ରହିବ … Read More