ପୁଲିସ୍‌ ହେପାଜତରେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ, ହ୍ବାଇଟହାଉସ ଆଗରେ ପୋଲିସ-ବିକ୍ଷୋଭକାରୀ ମଧ୍ୟରେ ମୁହାଁମୁହିଁ

ୱାଶିଂଟନ୍‌, (ଓଡିଶା ଟାଇମ୍) : ଆମେରିକାର ମିନେପୋଲିସରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ସାରା ଦେଶରେ ନିଆଁ ଜଳୁଛି । ତାଙ୍କୁ ପୋଲିସ ହତ୍ୟା କରିଥିବା ଅଭିଯୋଗରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଜଣେ ପୋଲିସ ଅଧିକାରୀ … Read More