ନିର୍ବାଚନ : ୩୦୦ ରାଲିରେ ଭାଷର ଦେବେ ମୋଦି

ନିର୍ବାଚନ ପୂର୍ବରୁ ଯେପରି ଭାବେ ବରିଷ୍ଠ ବିଜେପି ନେତାମାନେ ରୋଗାଗ୍ରସ୍ତ ହେଲେଣି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତାଗ୍ରସ୍ତ ହୋଇପଡ଼ିଲେଣି। ଆଗାମୀ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ମୋଦି ଅଣ୍ଟାଭିଡ଼ି ବାହାରିଲେଣି। ନିର୍ବାଚନ ଭିତରେ ପ୍ରଧାନମନ୍ତ୍ରୀ ମୋଦି … Read More

ଦଳଡିଆଁ ସମର୍ଥକ ଉପରେ ବିଜେପିର ନଜର

ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ ଏବେ ଦଳଡିଆଁ ପର୍ବ ଚରମସୀମାରେ ପହଞ୍ଚିଛି । ଏ କ୍ଷେତ୍ରରେ କଂଗ୍ରେସ ଓ ବିଜେଡି ସବୁଠାରୁ ଆଗରେ ଅଛନ୍ତି। ମହାମାରୀ ବ୍ୟାପିବା ଭଳି କଂଗ୍ରେସରୁ ଜଣଙ୍କ ପରେ ଜଣେ ଭବିଷ୍ୟତ ସୁରକ୍ଷା ସହିତ ଆଗାମୀ … Read More

ନୂଆ ନା ପୁରୁଣା ବିଜେପି ନେତାଙ୍କର ଡ଼ିଏନଏ ଖରାପ

ନିକଟରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରି କହିଥିଲେ ଯେ, ସେମାନଙ୍କ ଡିଏନଏ ମ୍ୟାଚ କଲାନି । କେନ୍ଦ୍ରମନ୍ତ୍ରୀଙ୍କ ଏହି କଟାକ୍ଷ ତାଙ୍କ ଦଳ ପାଇଁ ବହୁ ମାତ୍ରାରେ … Read More

ବିଜେପି ନେତାଙ୍କୁ ଅଂହକାର ରୋଗ

ଭୁବନେଶ୍ୱର,(ଓଟି): ତୁଛାରେ ବଡ଼ିମା କରୁଥିବା ଲୋକମାନଙ୍କ ପାଇଁ ଓଡ଼ିଆରେ ଗୋଟିଏ ଢ଼ଗ ଅଛି, ତାହା ହେଲା ‘ ତୁଛାକୁ ଏତେ-ମୁଦି ନଥାଇ ଗୋଡ଼ କଚାଡ଼ୁ କେତେ?’। ଏହି ଢ଼ଗଟି ଏବେ ରାଜ୍ୟ ବିଜେପି ନେତାମାନଙ୍କ ପାଇଁ ପ୍ରଜୁଯ୍ୟ। କାରଣ କ୍ଷମତା ହାସଲ … Read More

ବିଜେପିକୁ ମିଳୁନାହାନ୍ତି ସହଯୋଗୀ : ୪ବର୍ଷରେ ଛାଡ଼ିଛନ୍ତି ୧୬ ସହଯୋଗୀ

ଆଗାମୀ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି ନେତୃତ୍ୱାଧିନ ଏନଡ଼ିଏ ସେତିକି ଦୁର୍ବଳ ହୋଇଚାଲିଛି। କାରଣ ୨୦୧୪ ନିର୍ବାଚନ ପରେ ବିଜେପି କ୍ଷମତାକୁ ଆସିବା ପରେ ୧୬ଟି ସହଯୋଗୀ ଦଳ ଅସନ୍ତୁଷ୍ଟ ହୋଇ ଏନଡ଼ିଏ ଛାଡ଼ିସାରିଛନ୍ତି। ଆହୁରୀ ୫ଟି ସହଯୋଗୀ ଦଳ … Read More

କଂଗ୍ରେସର ଉଦାସୀନତାରୁ ବାଜି ଛଡ଼ାଇନେଲେ ମୋଦି

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ହାତରୁ ଏକ ବଡ଼ ସୁଯୋଗ ବିଜେପି ଛଡ଼ାଇ ନେଇଛି। ଆର୍ଥିକ ଅନଗ୍ରସର ବର୍ଗ ସକାଶେ ଆରକ୍ଷଣ ବ୍ୟବସ୍ଥାର ମୂଳ ସୂତ୍ରଧର ଥିଲା କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର। କିନ୍ତୁ ସବୁ ପ୍ରକାରର ସଂଖ୍ୟା ଗରିଷ୍ଠତା … Read More

ଅମିତ ଶାହାଙ୍କ ପାଖରେ ମହିଳା ସଶକ୍ତିକରଣ କଥା ଶୁଣିବାକୁ ସମୟ ନାହିଁ

ଭୁବନେଶ୍ୱର(ଓଟି): ରାଜ୍ୟରେ ଓ କେନ୍ଦ୍ରରେ କୁଆଡେ ମହିଳାଙ୍କ ପାଇଁ ବିଜେପି ନେତାଙ୍କ ଅନ୍ତର କାନ୍ଦୁଛି। ରାଜ୍ୟରେ ବିଜେଡି ସରକାର ଅମଳରେ ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି ଏବଂ ରାଜ୍ୟ ସରକାର ନିରବଦ୍ରଷ୍ଟା ବୋଲି ବାରମ୍ବାର ଅଭିଯୋଗ କରୁଛନ୍ତି। ମହିଳାଙ୍କ ପାଇଁ ଏହି … Read More

ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଗଡ଼କରୀ!

ନାଗପୁରର ପୋଷ୍ଟରବୟ କୁହାଯାଉଥିବା ନୀତିନ ଗଡ଼କରୀଙ୍କ ଭାଗ୍ୟଚକ୍ର ଏବେ ଜୋର। ହୁଏତ ସେ ମୋଦିଙ୍କ ସ୍ଥାନରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ବି ନିଯୁକ୍ତ ହୋଇପାରନ୍ତି। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ‘୧୬୦ କ୍ଲବ’ ନାମରେ ଏକ ଆଲୋଚନା ଚାଲୁଥିଲା। ଏହି … Read More

ଦିଲ୍ଲୀରେ କେନ୍ଦ୍ରକୁ ବିଜେଡିର ଭର୍ତ୍ସନା

ଭୁବନେଶ୍ୱର,(ଓଟି): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ବାଧୀନ ହୋଇଥିଲେ ବି ବାରମ୍ବାର ରାଜ୍ୟର ଦାବି ସତ୍ତ୍ବେ ଏହାକୁ ଅଣଦେଖା କରାଯାଉଛି । ସର୍ବନିମ୍ନ ସହାୟକ ମୂଲ୍ୟ ସ୍ବାମିନାଥନ କମିଟି ସୁପିରିଶ ଆଧରରେ ସ୍ଥିର କରାଯିବା ସହ ନିର୍ବାଚନ … Read More