ବବିଙ୍କ ବିଜୟ: ଦାମ ଯିବେନି ବିଜେପି, ସମ୍ବିତ ଓ ପ୍ରୀତିନନ୍ଦା ପାଇବେ ପୁରସ୍କାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌ ବ୍ୟୁରୋ): ବିଜେଡିରୁ ବିତାଡ଼ିତ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଦାୟାଦ ଭାବେ ନିଜକୁ ପରିଚୟ ଦେଉଥିବା ଡା. ଦାମୋଦର ରାଉତ ବିଜେପି ଯିବେ ନାହିଁ। ସେଥିଲାଗି ବୁଧବାର ସକାଳୁ ଦିଲ୍ଲୀ ଯିବା ପାଇଁ ଯେଉଁ ବିମାନ ଟିକେଟ୍‌ … Read More

କଂଗ୍ରେସକୁ ମାୟାବତୀଙ୍କ ଝଟକା

ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସକୁ ଅନେକ ଝଟକା ଲାଗିବାରେ ଲାଗିଛି। ମଙ୍ଗଳବାର ଦିନ ଉତ୍ତରପ୍ରଦେଶ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ଆଜି ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ କଂଗ୍ରେସ … Read More

ପୁରୀ ପାଇଁ ଅଣ୍ଟା ଭିଡ଼ିଲେଣି ସମ୍ବିତ୍‌ ପାତ୍ର

ଭୁବନେଶ୍ଵର, (ଓଟି): ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ତଥା ହିନ୍ଦୁତ୍ଵ ମୁଖା ସମ୍ବିତ୍‌ ପାତ୍ର ପୁରୀରୁ ପ୍ରାର୍ଥୀ ହେବା ନେଇ ବାତାବରଣ ସ୍ପଷ୍ଟ ହେଉଛି। ବିଜେଡି ଗଡ଼କୁ ଭାଙ୍ଗିବା ଲାଗି ତାଙ୍କ ଭଳି ଜଣେ ବକ୍ତାଙ୍କ ଆବଶ୍ୟକ ରହିଛି ବୋଲି … Read More

ବୟସ୍କ ବିଜେପି ନେତାଙ୍କୁ ଟିକଟ ମିଳିବ; ପଦପଦବୀ ନୁହେଁ

ସେନା, ସମାଜ ସେବୀ, ଡାକ୍ତର, ଇଞ୍ଜିନିୟର ଏବଂ କ୍ରିକେଟରଙ୍କୁ ଟିକେଟ ଦେବ ବିଜେପି ଆଗାମୀ ନିର୍ବାଚନରେ ବିଜେପିର ବୟସ୍କ ନେତାଙ୍କୁ ଟିକେଟ ନମିଳିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଅବସାନ ଘଟିଛି। ନିଷ୍ପତ୍ତି ଅନୁଯାୟୀ ବିଜେପି ୭୫ ବର୍ଷ ଉପରେ … Read More

ବିଜେପି ଟ୍ୟୁନରେ ବିରୋଧିଙ୍କ ନୃତ୍ୟ

ଆଗାମୀ ନିର୍ବାଚନର ଘଣ୍ଟି ଯେ କୌଣସି ମୂହୁର୍ତ୍ତରେ ବାଜିପାରେ। ନିର୍ବାଚନରେ ସଫଳତା ପାଇବା ପାଇଁ ବିରୋଧି ଦଳମାନେ ସରକାରର ଯେଉଁ ଦୋଷ ଦୁର୍ବଳତାକୁ ଲୋକମାନଙ୍କ ଆଗରେ ଉପସ୍ଥାପିତ କରୁଛନ୍ତି ତାହା ବିଜେପିକୁ ସହାୟକ ହେବାରେ ଲାଗିଛି। ପୁଲୱାମା ଆକ୍ରମଣ ପୂର୍ବରୁ ବିରୋଧି … Read More

ବୈଜୟନ୍ତ ବିଜେପି ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର

ଗତ ୪ ତାରିଖରେ ବିଜେପିରେ ଯୋଗ ଦେଇଥିବା ବୈଜୟନ୍ତ ପଣ୍ଡାଙ୍କୁ ଦଳର ୨ଟି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ପଦପଦବୀରେ ଦାୟିତ୍ୱ ମିଳିଛି। ବୈଜୟନ୍ତଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ସହିତ ଦଳର ରାଷ୍ଟ୍ରୀୟ ମୁଖପାତ୍ର ମଧ୍ୟ କରାଯାଇଛି। ବିଜେପି ସଭାପତି ଅମିତ ଶାହା ଏହି … Read More

ମିଜୋରାମ ରାଜ୍ୟପାଳଙ୍କ ଇସ୍ତଫା

ଶଶି ଥରୁରଙ୍କ ବିରୋଧରେ ଲଢିବେ ନିର୍ବାଚନ ! ମିଜୋରାମର ରାଜ୍ୟପାଳ କେ.ରାଜଶେଖରନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଇସ୍ତଫା ପତ୍ରକୁ ସ୍ୱୀକାର କରିଛନ୍ତି। କୁହାଯାଉଛି ଯେ ବିଜେପିର କେରଳ ପ୍ରଦେଶର ରାଜଶେଖରନ ତିରୁଅନନ୍ତପୁରମରୁ ଶଶି ଥରରୁଙ୍କ … Read More

ବେପାର ପାଇଁ ବିଜେପି ଗଲେ ବୈଜୟନ୍ତ: ବିଜେଡି

ଭୁବନେଶ୍ଵର, (ଓଟି):ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ( ଜୟ) ପଣ୍ଡା ବିଜେପିରେ ଯୋଗ ଦେବାର ଅଳ୍ପ କିଛଇ ସମୟ ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପୟକାଶ ପାଇଛି। ଦଳର ମୁଖପାତ୍ର ତଥା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ବୈଜୟନ୍ତଙ୍କ ଯୋଗଦାନ କେବଳ … Read More

ସର୍ଭେ ରିପୋର୍ଟ: ୟୁପିରେ ବିଜେପିକୁ ମାତ୍ର ୫ଟି ଆସନ

୨୦୧୪ ନିର୍ବାଚନରେ ବିଜେପି ଓ ତାର ସହଯୋଗୀ ଦଳମାନେ ବିରୋଧିଦଳର ଯେଉଁ ସ୍ଥିତି କରିଥିଲେ ସେହି ସ୍ଥିତି ବିରୋଧିଦଳମାନେ ୨୦୧୯ରେ ବିଜେପିର କରିବେ ବୋଲି ଇଣ୍ଡିଆ ଟୁଡେ଼-କାର୍ବି ଇନସାଇଟ ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟରେ କୁହାଯାଇଛି, … Read More

ବିଜେପିକୁ ଯିବେ କିଶୋର !

ଝାରସୁଗୁଡା ବିଜେଡିର ବରିଷ୍ଠ ନେତା କିଶୋର ମହାନ୍ତି ଏବେ ଅଡୁଆରେ। ଦଳରେ ଯୋଗ ଦେବାକୁ ଥିବା କଂଗ୍ରେସ ନେତା ନବ ଦାସଙ୍କ ସହିତ ହାତ ମିଳାଇ ଚଳିବା ସହିତ ତାଙ୍କୁ ସହଯୋଗ କରିବାକୁ ଗୋଟିଏ ପଟେ ପାର୍ଟି ମୁଖିଆଙ୍କ କଡା ତାଗିଦ … Read More