ନବୀନ ନିବାସରେ ଦିଲ୍ଲୀପ

ବିଜୟ- ଦିଲୀପ ଯୋଡ଼ି ଭାଙ୍ଗିଲା ନବୀନ ନିବାସରେ ଦିଲ୍ଲୀପ ରାୟ । ବିଜେପିରୁ ଇସ୍ତଫା ଦେଇଥିବା ଦିଲ୍ଲୀପ ନବୀନ ନିବାସରେ ପହଞ୍ଚିବା ପରେ କଡ ଲେଉଟାଇଛି ରାଜ୍ୟ ରାଜନୀତି । ନବୀନ ନିବାସରେ ଦିଲ୍ଲୀପଙ୍କ ଏଣ୍ଟ୍ରି ପରେ ଏବେ ଭିନ୍ନ ଭିନ୍ନ … Read More

କଂଗ୍ରେସ ଛାଡ଼ିବେ ପ୍ରକାଶ!

ବିଜେଡି ନୁହଁ ବିଜେପିରେ ମିଶି ପାରନ୍ତି ସାଲେପୁର କଂଗ୍ରେସର ବିଧାୟକ ପ୍ରକାଶ ବେହେରା ଦଳରୁ ଇସ୍ତଫା ଦେଇ ବିଜେଡି ନୁହଁ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ବେହେରା ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ କଂଗ୍ରେସରୁ … Read More

କେନ୍ଦ୍ରାପଡ଼ା ଲୋକସଭା ଆସନ: ବୈଜୟନ୍ତଙ୍କୁ କିଏ କରିବେ ମୁକାବିଲା?

କେନ୍ଦ୍ରାପଡ଼ା ( ପ୍ରଦୀପ କୁମାର ଜେନା): ନିର୍ବାଚନ କମିଶନଙ୍କ ପକ୍ଷରୁ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ସମଗ୍ର ରାଜ୍ୟ ସମେତ କେନ୍ଦ୍ରାପଡ଼ା ରାଜନୀତିରେ ବେଶ ଉଷ୍ମତା ପରିଲକ୍ଷିତ ହୋଇଛି । ଗୋଟିଏ ପଟେ ବିଜେଡିର ବିଦ୍ରୋହୀ ତଥା ବିତାଡ଼ିତ ପ୍ରତିନିଧି … Read More

ନିର୍ବାଚନକୁ ପ୍ରଭାବିତ କରିବ ୫ଟି ପ୍ରସଙ୍ଗ

ନିର୍ବାଚନ କମିଶନଙ୍କ ଦ୍ୱାରା ୨୦୧୯ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇଉଠିଛନ୍ତି। ଚଳିତ ନିର୍ବାଚନରେ କିଏ ବିଜୟ ମୁକୁଟ ପିନ୍ଧିବ ତାହା ମିଡ଼ିଆ ଓ ସୋସାଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ନିର୍ବାଚନକୁ କେଉଁ … Read More

ସଂସଦୀୟ ନିର୍ବାଚନର ଇତିବୃତ୍ତି

୧୭ଦଶ ଲୋକସଭା ଗଠନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ନେତାଙ୍କ ଭାଷଣ, ରାଲି ଓ ନିର୍ବାଚନୀ ଗସ୍ତ ଆରମ୍ଭ ହୋଇଗଲାଣି। ଏହାଛଡ଼ା ସାଧାରଣ ଜନତା ମଧ୍ୟ ନିର୍ବାଚନୀ ମୁଡ଼କୁ ଆସିଗଲେଣି। ପୂର୍ବରୁ ସାଧାରଣ ନିର୍ବାଚନ କିପରି ହେଉଥିଲା, ଏଥିପାଇଁ କେତେ … Read More

ପୁଣି ବିଜେପିରୁ ଡ଼କରା ଆସୁଛି : ବିଜୟ

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକ ରୋଚକ ହେବାରେ ଲାଗିଛି। କିଛିଦିନ ତଳେ ଯେଉଁ ନେତାମାନଙ୍କୁ ବିଜେପି ଅଣଦେଖା କରୁଥିଲା ଏବେ ସେମାନଙ୍କ ଦୁଆରେ ଅଧିଆ ପଡ଼ିଥିବା ଆଲୋଚନ ହେଉଛି। ବିଜେପିରେ କୋଣଠେସା ହେବା ପରେ ଇସ୍ତଫା ଦେଇଥିବା … Read More

ଅଙ୍କ ଛିଡ଼ୁନି; ପୁଣି ଦାମଙ୍କ ଦିଲ୍ଲୀ ଯାତ୍ରା

ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଏବେ ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ସେ ପଦ୍ମ ଧରିବେ ବୋଲି ଜୋର ଚର୍ଚ୍ଚା। ଗତ ସପ୍ତାହରେ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବା ପରେ ସେ ବିଜେପିରେ ଯୋଗ … Read More

ସଂଘ ରିପୋର୍ଟରେ ଟିକଟ

ସରକାର ଗଠନ ପାଇଁ ବହୁମତ ପାଇବାକୁ ବିଜେପି ଏବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶରଣରେ ପଶିଛି। ସଂଘର ସର୍ଭେ ରିପୋର୍ଟ ଅନୁସାରେ ଚଳିତ ନିର୍ବାଚନରେ କାହାକୁ କେଉଁଠୁ ପ୍ରାର୍ଥୀ କରାଯିବ ତାହା ସ୍ଥିର ହୋଇଛି। ଏଥିପାଇଁ ସଂଘ ପକ୍ଷରୁ ଦେଶବ୍ୟାପୀ ସମ୍ଭାବ୍ୟ … Read More

ବିଧାନସଭା ଲଢ଼ିବେ ଜୁଏଲ!

ହାରିବା ଭୟରେ ଛାଡ଼ିବେ ଲୋକସଭା ଚଳିତ ନିର୍ବାଚନରେ ୧୨୦+ ଆସନରେ ଜିତିବା ପାଇଁ ଆସ୍ପର୍ଦ୍ଧା କରୁଥିବା ବିଜେପିର ଏକମାତ୍ର ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଲୋକସଭା ପରିବର୍ତ୍ତେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ … Read More

କଂଗ୍ରେସକୁ ଅଡ଼ୁଆ ଆତଙ୍କବାଦ ଓ ରାଷ୍ଟ୍ରୀୟତା

ଯେପରି କ୍ରିକେଟ ଖେଳରେ ପ୍ରଥମେ ବ୍ୟାଟିଂ କରିଥିବା ଦଳର ବିଶାଳ ସ୍କୋରକୁ ପରେ ବ୍ୟାଟିଂ କରୁଥିବା ଦଳ ଶେଷ ଓଭର ବେଳକୁ ବିପଦରେ ପଡ଼ିଯାଇଥାଏ। ଠିକ୍ ସେହିଭଳି ଚଳିତ ନିର୍ବାଚନରେ ଶାସକ ବିଜେପିକୁ ହରାଇବା ପାଇଁ ଚେଷ୍ଠା କଂଗ୍ରେସ ନେତୃତ୍ୱାଧିନ ବିରୋଧି … Read More