ବିଜେପିକୁ ଯିବେ ବିଜେଡି ସାଂସଦ ରୀତା ତରାଇ!

ଓଡ଼ିଶାରେ ନିର୍ବାଚନୀ ତାତି ଏବେ ଚରମରେ ପହଞ୍ଚିଛି।। ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସକାଶେ ନୋଟିଫିକେସନ ଜାରି ହୋଇଯାଇଥିଲା ବେଳେ କିଛି ଦଳର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବା ଆରମ୍ଭ ବି କରିସାରିଲେଣି। ତେବେ ତା’ରି ଭିତରେ ଦଳବଦଳ ମଧ୍ୟ ଖୁବ … Read More

ବାରଣାସୀରେ ମୋଦୀଙ୍କ ବିରୋଧରେ କିଏ?

ଦେଶର ସବୁଠାରୁ ହାଇପ୍ରୋଫାଇଲ ଆସନକୁ ନେଇ ଏବେ ଚର୍ଚ୍ଚା ଯୋର। ପ୍ରଧାନମନ୍ତ୍ରୀ ନିଜ ଆସନ ବାରଣାସୀରେ ଏଥର ପୁଣି ଠିଆ ହେଉଥିବାରୁ ବିରୋଧୀ ଦଳ କାହାକୁ ପ୍ରାର୍ଥୀ ଦେଉଛି ତାହା ଏବେ କୌତୁହଳ ସୃଷ୍ଟି କରିଛି। କାରଣ ବର୍ତ୍ତମାନ କଂଗ୍ରେସ ମହାସଚିବ … Read More

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ବିଧାୟକ ଦେବରାଜ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ନାୟକ, ସୁକାନ୍ତ ନାୟକ ଓ କୁସୁମ ଟେଟେ ବିଜେପିରେ

ନିର୍ବାଚନରେ ଟିକଟ ଆଶାରେ ନିରାଶ ହୋଇଥିବା ବିଜେଡି ନେତାମାନଙ୍କର ଇସ୍ତଫା ପର୍ବ ଏବେ ଜୋର ଧରିଛି। ଏହି ନେତାମାନେ ଟିକଟ ପାଇବା ଆଶାରେ ଏବେ ବିଜେପି ଶିବିରରେ ଧାଡି ଲଗାଇ ଯୋଗ ଦେବାରେ ଲାଗିଛନ୍ତି। ମୟୂରଭଂଜ ରାଜନୀତିର ଜଣେ ଜଣାଶୁଣା ମୁହଁ … Read More

ବିଜେପିକୁ ବିଜେଡି ଅସନ୍ତଷ୍ଟ କେତେ ସହାୟକ ହେବେ?

୨୦୧୪ରେ ବିଜୁ ଜନତା ଦଳରେ ଯେଉଁମାନଙ୍କର ଟିକଟ କଟୁଥିଲା, ସେମାନେ ଖୋଲା ବିଦ୍ରୋହ କରିବାକୁ ସାହସ ଜୁଟାଇ ପାରୁ ନଥିଲେ। ଚୁପ ରହୁଥିଲେ କିମ୍ୱା ଦଳର ନୂଆ ପ୍ରାର୍ଥୀଙ୍କୁ ସମର୍ଥନ କରିଯାଉଥିଲେ। କିନ୍ତୁ ଏଥର ରାଜନୈତିକ ପରିସ୍ଥିତ ସମ୍ପୂର୍ଣ୍ଣ ଓଲଟା। ଟିକଟ … Read More

ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ବିଜେପିରେ

ଟିକେଟ ନ ମିଳିବାରୁ ଗତକାଲି ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରରେ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ କେ … Read More

ଟାଇମ୍ସ ନାଓ-ଭିଏମଆର ସର୍ଭେ: ଏନଡ଼ିଏ-୨୮୩ : ୟୁପିଏ-୧୩୫

ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଏବେ ପ୍ରଚାର ମୁଡରେ ଆସିଗଲେଣି।। ଆଗାମୀ ନିର୍ବାଚନରେ କେଉଁ ଦଳର କ’ଣ ସ୍ଥିତି ରହିବ ସେ ଦିଗରେ ତଥ୍ୟ ଜାଣିବା ପାଇଁ ଟାଇମ୍ସ ନାଓ-ଭିଏମଆର ପକ୍ଷରୁ ସର୍ଭେ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ଅନୁସାରେ … Read More

ରାଜସ୍ଥାନ ସଟ୍ଟା ବଜାରରେ ବିଜେପିକୁ ୨୫୦ ଓ ଏନଡ଼ିଏକୁ ୩୦୦ ଆସନ

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ସଟ୍ଟା ବଜାରରେ ଆଗାମୀ ସରକାର କାହାର ହେବ ବୋଲି ବାଜି ଲାଗିିଛି। ବିଶେଷକରି ଏନଡିଏ ଉପରେ ବାଜି ଲାଗିଥିବା କୁହାଯାଉଛି। ସଟ୍ଟା ବଜାରର ଆକଳନ ଅନୁଯାୟୀ ବାଲାକୋଟ୍‌ର ବିମାନ ଆକ୍ରମଣପରେ ଭୋଟରମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ … Read More

କିଶୋର ତରାଇ ଏବେ ବିଜେପି ମୁହାଁ!

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରାପଡ଼ା ବିଜେଡି ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଆଗାମୀ ନିର୍ବାଚନରେ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରୁ କିଏ ବିଜେଡି ପ୍ରାର୍ଥୀ ହେବ ସେ ନେଇ ସାଧାରଣ ଲୋକଙ୍କଠାରୁ … Read More

ବିଜେପିରେ ସାଲେପୁର ବିଧାୟକ ପ୍ରକାଶ ବେହେରା

ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି ବିଜେପିରେ ମିଶିଛନ୍ତି। ନୂଆଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କେ.ଭି ସିଂହ ଦେଓ … Read More

ଟ୍ୱିଟରରେ ମୋଦିଙ୍କ ସମେତ ବିଜେପି ନେତାଙ୍କ ନାମ ପରିବର୍ତ୍ତନ

ରୋଚକ ମୋଡ଼ରେ ଚୌକିଦାର ଲଢେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଥିବା ଚୌକିଦାର ଲଢେଇ ଏବେ ନୂଆ ମୋଡ ନେଇଛି। କଂଗ୍ରେସକୁ ଉପଯୁକ୍ତ ଜବାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ନିଜ ନାମ ପରିବର୍ତ୍ତନ କରିଦେଇଛନ୍ତି। ସେ ଟ୍ୱିଟରରେ … Read More