ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କି ସଭାପତି ଅମିତ ଶାହାଙ୍କ ଫୋକସରେ ଓଡିଶା ନାହିଁ

ସମ୍ମାନଜନକ ପୁରୀ ଲୋକସଭା ଆସନ ପାଇଁ ଟିଭି ବିତର୍କରୁ ରାଜନେତା ପାଲଟି ଥିବା ସମ୍ବିତ ପାତ୍ରଙ୍କ ନାଁ ଘୋଷଣା ସ୍ପଷ୍ଟ ସଂକେତ ଦେଇଛି ଯେ, ଆସନ୍ତା ସାଧାରଣ ନିର୍ବାଚନରେ କେନ୍ଦ୍ରୀୟ ନେତୃତ୍ୱ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କି ସଭାପତି … Read More

ପ୍ରକାଶ ମିଶ୍ରଙ୍କ ସୂଚନା : ବିଜେପିରୁ କଟକ ଲୋକସଭା ଲଢିବେ

ଅବସରପ୍ରାପ୍ତ ଆଇପିଏସ ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ବିଜେପି ଟିକେଟରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବେ। ଏ ସମ୍ପର୍କରେ ଶ୍ରୀ ମିଶ୍ର ନିଜେ ପ୍ରତିକ୍ରିୟା ଦେଇ କହିଚନ୍ତି ଯେ, କଟକରୁ ଲୋକସଭା ଆସନରୁ ଲଢିବା ପାଇଁ ବିଜେପି … Read More

ଧର୍ମେନ୍ଦ୍ରଙ୍କ ଶତ୍ରୁ ବିନାଶ ଯୋଜନା

ମୋଦି ସରକାରର ଏକାନ୍ତ ଅନୁଗତ ତଥା ବିଶ୍ୱସ୍ତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗାମୀ ଦିନରେ ନିଜକୁ ଏକଛତ୍ର ନେତା ଭାବେ ପ୍ରତିପାଦିତ କରିବା ପାଇଁ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି। ଚଳିତ ନିର୍ବାଚନରେ ‘ଘଇତା ପଛକେ ମରୁ; ସଉତୁଣୀ ରାଣ୍ଡ ହେଉ’ … Read More

ନିର୍ବାଚନ ପୂର୍ବରୁ ଅଖିଳେଶ ଯାଦବ ପରାଜିତ!

୨୦୧୯ ନିର୍ବାଚନରେ ଭୋଟ ପୂର୍ବରୁ ଯଦି କିଏ ପରାଜିତ ହୋଇଥାଏ ସେ ହେଉଛନ୍ତି ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ। ଏହି ପରାଜୟ ମଇ ୨୩ ତାରିଖରେ ପ୍ରକାଶ ପାଇବାକୁ ଥିବା ନିର୍ବାଚନ ଫଳାଫଳ ସହିତ କୌଣସି ସମ୍ପର୍କ ନାହିଁ। ସମାଜବାଦୀ … Read More

ବିଜେଡି-କଂଗ୍ରେସଠାରୁୁ ବଳିଗଲା ବିଜେପି ଘରର କଳି

ଚଳିତ ନିର୍ବାଚନରେ ଠଟିକଟ ପାଇନଥିବା ବିଜେଡି ଓ କଂଗ୍ରେସ ନେତାମାନେ ବିଜେପିରେ ଯୋଗ ଦେଉଥିବାବେଳେ ବିଜେପି ନେତାମାନେ ଖୁସି ସମ୍ଭାଳି ପାରୁନଥିଲେ। ଏଥିରେ ବିଜେପି ନେତାମାନେ ଆଉପାଦେ ଆଗକୁ ଯାଇ ଏହି ଦୁଇ ଦଳର ମୁଖିଆଙ୍କୁ ସମାଲୋଚନା କରିବାକୁ ପଛାଉନଥିଲେ। କିନ୍ତୁ … Read More

‘ବରଗଡ଼’, ‘ସମ୍ବଲପୁର’ ଓ ‘କଳାହାଣ୍ଡି’: ବିଜେଡିକୁ ବିଜେପିର ଉପହାର

ଓଡ଼ିଶାର ଯେଉଁ ପଶ୍ଚିମାଞ୍ଚଳକୁ ବିଜେପି ଗଡ଼ ଭାବେ ଗଢ଼ି ତୋଳୁଥିଲା ତାହାକୁ ତୋପ ଫୁଟାଇ ଧ୍ବଂସ କରିଦେଇଛନ୍ତି ବିଜେପିର ନିର୍ବାଚନ କମିଟି ସଦସ୍ୟ ତଥା ଉପଦେଷ୍ଟା। ଏହାଦ୍ଵାରା ତିନୋଟି ନିଶ୍ଚିତ ଆସନରେ ଏବେ ପରାଜୟ ବାଦଲ ଆଚ୍ଛାଦିତ ହେଉଛି ବୋଲି ରାଜ୍ୟ … Read More

ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା, ୨୨ ମଣ୍ଡଳୀରେ କିଏ ହେଲେ ପ୍ରାର୍ଥୀ

ଭୁବନେଶ୍ଵର, (ଓଟି): ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଆଉ ୨୨ ଜଣ ପ୍ରାର୍ଥୀଙ୍କ ନାଁ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଘୋଷଣା କରିଛି। ପୂର୍ବରୁ ୧୦୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଅର୍ଥାତ୍‌ ଆଉ ୨୫ଟି ଆସନ ପାଇଁ … Read More

ଯୁଗ ପରିବର୍ତ୍ତନ : ୩୦ ବର୍ଷ ପରେ ଆଡ଼ଭାନୀ ବିନା ନିର୍ବାଚନ ମଇଦାନରେ ବିଜେପି

ଦେଶର ମର୍ଯ୍ୟାଦା ଜନକ ଲୋକସଭା ଆସନ ଗାନ୍ଧୀନଗରରୁ ବିଜେପିର ପ୍ରତିଷ୍ଠାତା ସଭ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଘନିଷ୍ଠ ସହଯୋଗୀ ଲାଲକୃଷ୍ଣ ଆଡ଼ଭାନୀ ଚଳିତ ନିର୍ବାଚନରେ ପ୍ରାର୍ଥ ହେଉନାହାନ୍ତି। ନିର୍ବାଚନ ରାଜନୀତିରୁ ଦଳ ତରଫରୁ ଜବରଦସ୍ତ ସନ୍ୟାସ ଦିଆଯିବା … Read More

ନିର୍ବାଚନ ଲଢିବେ ନାହିଁ ଧର୍ମେନ୍ଦ୍ର!

ଚଳିତ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୧୦ଟି ଲୋକସଭା ଓ ୧୦୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଏହି ତାଲିକାରେ ରାଜ୍ୟ ବିଜେପିର ପୋଷ୍ଟର ବୟ ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ନାହିଁ। ତେଣୁ ଧର୍ମେନ୍ଦ୍ର ନିର୍ବାଚନ … Read More

୧୦୦ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି

ଲୋକସଭା ପରେ ଆଜି ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଆସନରୁ ୧୦୦ଟି ବିଧାନସଭା ଆସନ ଲାଗି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁରରୁ … Read More