ମୋଦିଙ୍କ ପରେ କିଏ?

ଅମିତ୍ ଶାହଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢ଼ିବ ବିଜେପିନିଜକୁ ଜନତାଙ୍କ ନେତା ବୋଲି ପ୍ରମାଣ କରିବାକୁ ଲୋକସଭା ନିର୍ବାଚନରେ ଶାହ ଗତ ସପ୍ତାହରେ ବିଜେପିର ପ୍ରାର୍ଥୀ ତାଲିକାରେ ଗାନ୍ଧୀ ନଗର ଲୋକସଭା ଆସନରୁ ଅମିତ୍ ଶାହଙ୍କ ନାମ ଘୋଷଣା କରି ବିଜେପି … Read More

ବିଜେପିରେ ଜୟାପ୍ରଦା

ମଙ୍ଗଳବାର ବିଜେପିରେ ମିଶିଛନ୍ତି ପୂର୍ବତନ ସାଂସଦ ତଥା ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ଜୟାପ୍ରଦା। ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଜୟାପ୍ରଦା ବିଧିବଦ୍ଧଭାବେ ବିଜେପିରେ ମିଶିଛନ୍ତି। ଏହି ଅବସରରେ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।   ଏହି ଲୋକପ୍ରିୟ ଅଭିନେତ୍ରୀ ଏନ୍ … Read More

ବିଜେପି ଛାଡ଼ିଲେ ସୁବାସ ଚୌହ୍ୱାନ

ବରଗଡ଼ରୁ ଟିକେଟରୁ ବଞ୍ଚିତ ହେବା ପରେ ଅସନ୍ତୁଷ୍ଟ ହୋଇ ପଡ଼ିଥିବା ସୁବାସ ଚନ୍ଦ୍ର ଚୌହ୍ଵାନ ଆଜି ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି। … Read More

ସମ୍ପୂର୍ଣ୍ଣ ‘ହିନ୍ଦୁତ୍ଵ’ ଆଜେଣ୍ଡାରେ ସମ୍ବିତଙ୍କ ପ୍ରଚାର ଆରମ୍ଭ

ଜଗନ୍ନାଥ ଧାମ ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଚୌକିଦାର ସମ୍ବିତ ପାତ୍ର ପୁରୀରେ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ତାଙ୍କର ଚେହେରା, ଭାଷା, ପରିବେଷଣ ଣୈଳୀ ଏବଂ ଆଚରଣରେ କେବଳ ‘ହିନ୍ଦୁତ୍ଵ’ ହିଁ ସାମ୍ନାକୁ ଆସିଛି। ଅର୍ଥାତ୍‌ ପୁରୀ … Read More

ବିଜେପିରେ ବଢ଼ୁଛି ବିଦ୍ରୋହ, କଣ୍ଣେଲ ପଣ୍ଡା ଆଣିଲେ ଅଭିଯୋଗ

ସମ୍ବଲପୁର, ( ପ୍ରଫୁଲ୍ଲ କୁମାର ଦାଶ): ବିଜେପିରେ ତାଙ୍କୁ ପ୍ରତାରଣା ଦିଆଯାଇଛି। ଖାଲି ତାଙ୍କୁ ନୁହେଁ ପଶ୍ଚିମାଞ୍ଚଳର ଅନେକ ନେତା ପ୍ରତାରିତ ବୋଲି ଅଭିଯୋଗ କରିଛନ୍ତି ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ସୈନିକ ସେବା ପରିଷଦର ଉଭସଭାପତି ପ୍ରଭାତ ପଣ୍ଡା। … Read More

ସ୍ବାଧୀନ ପ୍ରାର୍ଥୀ ହେବେ ସୀମନ୍ତିନୀ!

ଯାଜପୁର ଜିଲ୍ଲା ବଡଚଣାରେ ବିଜେପିର ନୂଆ ଓ ପୁରୁଣା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଗତ ୨୦୧୪ରେ ବଡଚଣାରେ ବିଜେପି ପ୍ରାର୍ଥିନୀ ହୋଇଥିବା ବିଜେପି ରାଜ୍ୟ ସମ୍ପାଦିକା ସୀମନ୍ତିନୀ ଜେନା ଏଥର ଟିକେଟ୍ ପାଇନଥିବା ବେଳେ ନୂତନ ଭାବେ ଦଳରେ … Read More

ବିଜେପିର ଔରଙ୍ଗଜେବ ଧର୍ମେନ୍ଦ୍ର : ରାଜ କିଶୋର ଦାସ

ବିଜେପିର ଏକଦା ଅତି କ୍ଷମତାଶାଳୀ ସାଧାରଣ ସମ୍ପାଦକ ଥିବା ତଥା ମୟୁରଭଞ୍ଜ ବିଜେପି ନେତା ରାଜକିଶୋର ଦାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ପାଗଭିଡି ବସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳର ଔରଙ୍ଗଜେବ ବୋଲି ଅଭିହିତ କରିଛନ୍ତି। ଧର୍ମେନ୍ଦ୍ରଙ୍କୁ ଏଭଳି କଟୁ … Read More

ଦକ୍ଷିଣ ଭାରତରେ ମୋଦିଙ୍କ କାମକୁ କମ‍୍‌ ସମର୍ଥନ

ଦକ୍ଷିଣ ଭାରତର ପଡ଼ୁଚେରୀ, କେରଲ ଓ ତାମିଲନାଡୁରେ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାମକୁ ନେଇ ସବୁଠାରୁ କମ‍୍‌ ସନ୍ତୁଷ୍ଟ ଥିବାବେଳେ ଝାଡ଼ଖଣ୍ଡ, ରାଜସ୍ଥାନ ଓ ଗୋଆର ଲୋକମାନେ ସବୁଠାରୁ ଅଧିକ ସନ୍ତୁଷ୍ଟ ବୋଲି ମତ ଦେଇଛନ୍ତି। ସି-ଭୋଟର-ଆଇଏନଏସ ଟ୍ରାକର ପକ୍ଷରୁ ଲଗାତର … Read More

ବିଜେପିରେ ଯୋଗଦେଲେ ପ୍ରକାଶ ମିଶ୍ର

ଆଜି ରାଜ୍ୟ ବିଜେପି କାର୍ଯ୍ୟାୟଳରେ ପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରକାଶ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଶନିବାର ବିଜେଡ଼ି ଛାଡ଼ିଥିବା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମଧ୍ୟ ବିଜେପିରେ … Read More

ଡା. ସମ୍ୱିତ ପାତ୍ର : କାଶ୍ମୀର ଗେଟ ନିଗମ ପରାଜୟରୁ ପୁରୀ ଲୋକସଭା ପ୍ରାର୍ଥୀ

ବ୍ରାହ୍ମଣ ସମୀକରଣ ଉପରେ ନଜର ୧୯୫୨ରୁ ବିଜେପି ଜିତି ନାହିଁ ପୁରୀ ଲୋକସଭା ଧର୍ମକ୍ଷେତ୍ର ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଯେଉଁ ପ୍ରଚାର ହେଉଥିଲା ବିଜେପିର ମୁଖପାତ୍ର ଡା. ସମ୍ୱିତ ପାତ୍ରଙ୍କ ନାମ ଘୋଷଣା ପରେ … Read More