ଉଜ୍ଜଳା ଯୋଜନାର ବିଫଳତାର ଗୁମର ଖୋଲିଦେଲେ ସମ୍ୱିତ୍ ପାତ୍ର

ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ଆସନର ଦଳୀୟ ପ୍ରାର୍ଥୀ ଡ଼ା. ସମ୍ୱିତ ପାତ୍ର ଆଜି ଅଜାଣତରେ ରାଜ୍ୟ ତଥା ପୁରୀ ଜିଲ୍ଲାରେ ମୋଦି ସରକାରଙ୍କ ବହୁ ପ୍ରଚାରିତ ଉଜ୍ଜଳା ଯୋଜନାର ବିଫଳତାକୁ ଟ୍ୱିଟ କରି ସାରା ଦେଶରେ ପଦାରେ … Read More

ଟିକଟ ଆଶାୟୀଙ୍କ ବିଦ୍ରୋହ ଆଣିପାରେ ବିଜେଡିକୁ ବଡ଼ ବିପଦ

ରାଜ୍ୟର ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ (ବିଜେଡି) ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ବଡ଼ ଝଟ କା ଖାଇଥିଲା। ବିଧାୟକ ଏବଂ ସାଂସଦ ବିଦ୍ରୋହ ଘୋଷଣା କରି ନବୀନଙ୍କ ପାଇଁ ଅଡୁଆ ସୃଷ୍ଟି … Read More

ମାହାଙ୍ଗାରେ ତ୍ରିମୁଖୀ ଲଢ଼େଇ

ଚଳିତ ନିର୍ବାଚନ ପାଖେଇ ଆସୁଥିବା ବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଉଷ୍ମତା ବଢି ବଢି ଚାଲିଥିବା ଅନୁଭୂତ ହେଉଛି । ବିଜେଡି ଓ ବିଜେପି ଦଳ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଥିଲା ବେଳେ ଶୁକ୍ରବାର ଦିନ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ପାଇଁ … Read More

ବିଜେପିରେ ମୋହନ-ଅର୍ଜୁନ

ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଓ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ବ୍ୟକ୍ତ କରି ସାଂସଦ ଅର୍ଜୁନ ଚରଣ ସେଠୀ ଆଜି ଶାସକ ବିଜେଡ଼ି ଦଳ ଛାଡ଼ିଥିଲେ। … Read More

ସର୍ଭେ : ଓଡ଼ିଶାରେ ବିଜେପିକୁ ବମ୍ପର ବିଜୟ

ବିଜେପି-୧୩ ବିଜେଡି-୦୭ କଂଗ୍ରେସ-୦୧ ଲୋକସଭା ନିର୍ବାଚନ ପୂର୍ବରୁ ଏବିପି ନ୍ୟୁଜ୍‌ ପକ୍ଷରୁ ଜନତାଙ୍କ ମତାମତ ଜାଣିବା ପାଇଁ ସ୍ଥାନୀୟ ସାମ୍ୱାଦିକଙ୍କ ସହିତ ଆଲୋଚନା ପରେ ଓଡ଼ିଶାର ସମସ୍ତ ଲୋକସଭା ନିର୍ବାଚନ ମଣ୍ନଳୀରେ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ ଓଡ଼ିଶାରେ ବିଜେପିକୁ … Read More

ବିଜେଡିରେ ବିଜେପି ପ୍ରାର୍ଥୀ ଭାଗିରଥୀ ସେଠୀ

ନିର୍ବାଚନୀ ଋତୁରେ ଚାଲିଛି ଦଳବଦଳ। ଟିକେଟ୍ ନ ମିଳିବାରୁ ଅନେକ ନେତା ଦଳ ବଦଳାଉଥିବା ବେଳେ ଜଣେ ପୂର୍ବତନ ବିଧାୟକ ଟିକେଟ୍ ପାଇ ସୁଦ୍ଧା ଦଳ ବଦଳାଇଛନ୍ତି। ତାଙ୍କ ନାଁ ଭାଗିରଥୀ ସେଠୀ। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ … Read More

ପାଦତଳୁ ଖସିଯାଉଛି ମାଟି : ଚିନ୍ତାରେ ଧର୍ମେନ୍ଦ୍ର

ମାସକ ପୂର୍ବରୁ ରାଜ୍ୟ ବିଜେପି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ହିଁ ବୁଝାଉଥିଲା। କିନ୍ତୁ ଏବେ ସେହି ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି। ଧର୍ମେନ୍ଦ୍ର ନ ଚାହିଁଲେ ବି ଦଳରେ ଅନେକ କଥା ଘଟିବାରେ ଲାଗିଛି। ଏସବୁ ଘଟଣା କେମିତି ହେଉଛିଓ … Read More

ଭାରତୀୟ ରାଜନୀତିରେ ୭ଟି ପ୍ରମୁଖ ଦଳର ‘ନିର୍ବାଚନ ଚିହ୍ନ’ ଇତିହାସ

ଭାରତରେ ବିଭିନ୍ନ ରାଜନୈତିକ ଦଳକୁ ନିର୍ବାଚନ ଚିହ୍ନ ବଣ୍ଟନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀଙ୍କୁ ମତଦାତାଙ୍କ ନିକଟରେ ପରିଚିତ କରିବାରେ ସହାୟତା କରିବ। ମତଦାତା ନିର୍ବାଚନ ଚିହ୍ନ ସାହାଯ୍ୟରେ ରାଜନୈତିକ ଦଳକୁ ମନେ ରଖି ଭୋଟ … Read More

ବିବାଦୀୟ ବାବରୀ ଢାଞ୍ଚା ଭାଙ୍ଗିବା ନେତୃତ୍ୱ ନେଇଥିବା ଆଡ଼ଭାନୀ,ଯୋଶୀ,ଉମାଙ୍କୁ ସଂସଦରେ ଦେଖିବାକୁ ମିଳିବ ନାହିଁ

ଦୀର୍ଘ ୩୦ବର୍ଷ ପରେ ରାମ ମନ୍ଦିର ଆନ୍ଦୋଳନରେ ଜଡିତ ଥିବା ଓ ବାବରୀ ଢ଼ାଞ୍ଚାକୁ ଭାଙ୍ଗିବା ଦିଗରେ ଷଡଯନ୍ତ୍ର କରିଥିବା କୌଣସି ନେତା ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ଲଢ଼ୁନାହାନ୍ତି। ସେମାନଙ୍କ ମଧ୍ୟରେ ବିଜେପିର ପ୍ରତିଷ୍ଠାତା ଲାଲକୃଷ୍ଣ ଆଡ଼ଭାନୀ, ବରିଷ୍ଠ … Read More

ବିଜୟଙ୍କ ପ୍ରତ୍ୟାବର୍ତ୍ତନ : ବିଜେପି ନୁହେଁ; ବୈଜୟନ୍ତଙ୍କ ଲାଭ

ପାଞ୍ଚ ମାସ ତଳୁ ବିଜେପିରୁ ଇସ୍ତଫା ଦେଇଥିବା ବିଦ୍ରୋହୀ ନେତା ବିଜୟ ମହାପାତ୍ରଙ୍କୁ ଦଳର କେନ୍ଦ୍ରୀୟ ନେତୃତ୍ୱ ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ବିଜୟ ଫେରିବା ପରେ ବିଜେପିର ଲାଭ ହେବ ବୋଲି ଅନେକ ମତ ଦେଉଥିବାବେଳେ ଏହାକୁ କିନ୍ତୁ ରାଜନୀତିକ … Read More