କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

୩ୟ ପର୍ଯ୍ୟାୟ ନିର୍ବାଚନରେ ଢେଙ୍କାନାଳ ତାହାର ଲୋକସଭା ପ୍ରତିନିଧି ପାଇଁ ଭୋଟ୍‌ ଦେବ। ଏ ଭିତରେ ଅନେକ ଆଲୋଚନାର, ପର୍ଯ୍ୟାଲୋଚନା ସରିଛି। ପ୍ରାର୍ଥୀ ଘୋଷଣା ସରିଛି। ଏପ୍ରିଲ୍‌ ୨୩ ତାରିଖକୁ ଅପେକ୍ଷା ଯେତେବେଳେ ପୁରୀ, କଟକ, ସମ୍ବଲପୁର, ଭୁବନେଶ୍ଵର, କେନ୍ଦୁଝର ପ୍ରତି … Read More

ବିଜେପି ଏଜେଣ୍ଡାରେ ନାହିଁ ସ୍ୱତନ୍ତ୍ର ରାଜ୍ୟ, ଦେଢ଼ଗୁଣା ଏମଏସ୍ପି ଓ ନିଯୁକ୍ତି

ରାଜ୍ୟର ମୂଳ ଦାବୀରୁ ଦୁରଗଲା ବିଜେପି। ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦଳ ପକ୍ଷରୁ ଆଜି ୯-ସୁତ୍ରୀ ସଂକଳ୍ପ ନେଇ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି। ହେଲେ ଏଥିରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଧାନର ଏମଏସ୍ପି ଦେଢ଼ଗୁଣା ବୃଦ୍ଧି, ବର୍ଷକୁ … Read More

ଫେସବୁକରେ ନିର୍ବାଚନୀ ବିଜ୍ଞାପନ : ବିଜେପି ଆଗରେ

ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳମାନେ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାରଉପରେ ବିଶେଷ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉଛି। ବିଭିନ୍ନ ସୋସିଆଲ ମିଡିଆ ମଧ୍ୟରୁ ଫେସବୁକ ଉପରେ ଦଳମାନେ ଅଧିକ ଫୋକସ କରୁଥିବା ଦେଖାଯାଇଛି। ଗତ ଫେବ୍ରୁଆରୀ-ମାର୍ଚ୍ଚ ଦୁଇମାସରେ ରାଜନୈତିକ ଦଳମାନେ … Read More

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର

ବିଜେପିର ପୋଷ୍ଟରବୟ ଧର୍ମେନ୍ଦ୍ର ପ୍ରଧାନ ଉପକୂଳ ନେତାଙ୍କଠାରୁ ଯେଉଁ ବିପଦ ଆଶଙ୍କା କରି ସେମାନଙ୍କୁ ଦଳରୁ ବାହାରି ଯିବା ପାଇଁ ବିଭିନ୍ନ ଉପାୟରେ ବାଧ୍ୟ କରିଥିଲେ ତାହା ସତ୍ୟରେ ପରିଣତ ହେବାକୁ ଯାଉଛି। ଫଳରେ ରାଜନୀତିରେ ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଳାରେ … Read More

ବିଜେପିର ସ୍ଲୋଗାନ ‘ପାର୍ଟି ଉଇଥ ଏ ଡିଫରେନ୍ସ’ ଛଳନା

ବିଜେପି ସଂଗଠନରେ ପ୍ରାର୍ଥୀ ମରୁଡ଼ି ୬୫ଜଣ ଅନ୍ୟଦଳର ନେତା ବିଧାନସଭାରେ ପ୍ରାର୍ଥୀ ୧୨ଜଣ ଅନ୍ୟଦଳର ନେତା ଳୋକସଭାରେ ପ୍ରାର୍ଥୀ ସଂଯୋଗ ବଶତଃ ଆଜି ହେଉଛି ବିଜେପିର ୩୯ତମ ପ୍ରତିଷ୍ଠା ଦିବସରେ। ବିଜେପିର ପ୍ରତିଷ୍ଠା ଦିବସରେ ନିଜ ସଂଗଠନର ନେତାଙ୍କୁ ପ୍ରାର୍ଥୀ ନ … Read More

ଜଗତସିଂହପୁର ଲୋକସଭାରୁ ବିଭୁ, କାକଟପୁର ବିଧାନସଭାରୁ ରବି ମଲ୍ଲିକ ବିଜେପିର ପ୍ରାର୍ଥୀ

ବାକି ଥିବା ଆସନ ପାଇଁ ବିଜେପି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି। ଗୋଟିଏ ଲୋକସଭା ଓ ୨ଟି ବିଧାନ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଜଗତସିଂହପୁର ଲୋକସଭା ପାଇଁ ବିଭୁ ତରାଇଙ୍କ ନାମ ଘୋଷଣା କରାଯାଇଛି। ସେହିପରି … Read More

ବିଜେପି ଓଡିଶାବାସୀଙ୍କୁ ଧୋକା ଦେଇଛି : ନବୀନ

ନବରଙ୍ଗପୁରରେ ନିର୍ବାଚନୀ କ୍ୟାମ୍ପେନ ଆରମ୍ଭ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପିକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ଓଡିଶାବାସୀଙ୍କୁ ଧୋକା ଦେଇଛି। ୨୦୧୪ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିନାହାଁନ୍ତି। ନବରଙ୍ଗପୁରର ରାଇଘରରେ ଏକ … Read More

ମୁଁ ନିଶ୍ଚିତ ଯେ ଓଡ଼ିଶାରେ ଏଥର ସବୁଠାରୁ ଅଧିକ ପଦ୍ମ ଫୁଟିବ : ମୋଦି

ଓଡ଼ିଶାରେ ପଦ୍ମ ଫୁଟିବା ନିଶ୍ଚିତ। ଲୋକେ ବିଜେପିକୁ ଭୋଟ୍ ଦେବାକୁ ମନସ୍ଥ କରିସାରିଛନ୍ତି। ମୁଁ ନିଶ୍ଚିତ ଯେ ଓଡ଼ିଶାରେ ଏଥର ସବୁଠାରୁ ଅଧିକ ପଦ୍ମ ଫୁଟିବ। ଦେଶରେ ବି ବିଜେପି ପୁଣି ପୂର୍ଣ୍ଣ ବହୁମତ ସରକାର ଗଢ଼ିବ। ମୋଦି ଆଜି ଓଡ଼ିଶାକୁ … Read More

ମାତ୍ର ୨ଟି ଆସନରୁ ଦୁନିଆଁର ସବୁଠାରୁ ବଡ଼ ପାର୍ଟି ହୋଇଥିବା ବିଜେପିର ଇତିହାସ

ସଫଳତା ଗୋଟିଏ ଦିନର ପରିଶ୍ରମର ଫଳ ନୁହେଁ। ଏଥିପାଇଁ ବର୍ଷ ବର୍ଷ ଧରି ରକ୍ତକୁ ପାଣି ପରି ବୁହାଇବାକୁ ପଡ଼ିଥାଏ। ନିର୍ବାଚନ ଇତିହାସରେ ବିଜେପି ନଜ ସଫଳତାର କାହାଣୀ ଏଭଳି ଲେଖିଛି। ବିଜେପି ଯେତିକି ବଢ଼ିଛି କଂଗ୍ରେସ ସେତିକି ଛିଡ଼ିଛି। ୧୯୮୪ରେ … Read More

ପ୍ରଥମେ ରାଷ୍ଟ୍ର, ତା’ପରେ ଦଳ, ତା’ପରେ ମୁଁ : ଆଡଭାନୀ

ଦଳର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କୁ ମୁଁ ମୋ ଅନୁଭବ ବଖାଣିବାକୁ ପ୍ରତିଶ୍ରୁତିବଦ୍ଧ ମତଭେଦ ଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରଦ୍ରୋହୀ ବୋଲି ବିଚାର କରିନାହୁଁ ସତ୍ୟ, ରାଷ୍ଟ୍ର ନିଷ୍ଠା ଏବଂ ଲୋକତନ୍ତ୍ର ଏକାଠି ହୋଇ ସଂଘର୍ଷରତ ମୋ ଦଳର ବିବର୍ତ୍ତନକୁ ଦିଗ୍‌ଦର୍ଶନ ଦେଇଛନ୍ତି ଗଣତନ୍ତ୍ର … Read More