କାଳିଆ ପାଣ୍ଠିକୁ ନେଇ ଅପପ୍ରଚାର କରୁଛନ୍ତି ବିରୋଧୀ : ବିଜେଡି

ରାଜ୍ୟ ସରକାର ଆଣିଥିବା ଜନହିତକାରୀ ଯୋଜନାଗୁଡିକ ଭଳି କାଳିଆ ମଧ୍ୟ ବେଶ୍ ଫଳପ୍ରଦ ହେବ ଏବଂ ଏହାଦ୍ୱାରା ରାଜ୍ୟ ଅର୍ଥନୀତି ପଛେଇବ ନାହିଁ କିମ୍ବା ରାଜ୍ୟବାସୀଙ୍କ ମୁଣ୍ଡ ପିଛା ଋଣ ବଢ଼ିବ ନାହିଁ । ଆଜି ‘କାଳିଆ’ ଯୋଜନାର ଲୋକପ୍ରିୟତା କେବଳ … Read More

ଆଞ୍ଚଳିକ ଦଳ, ଯାହା କରିବେ ରାଜ୍ୟ ସ୍ବାର୍ଥ ପାଇଁ : ନବୀନ

ଆଜି କୋଲକୋତାରେ ମମତା ବାନାର୍ଜୀ ଡାକିଛନ୍ତି ବିଜେପି ବିରୋଧୀ ସମାବେଶ। ଏହି ସମାବେଶରେ ଦେଶର ବିଜେପି ବିରୋଧୀ ବହୁ ଶକ୍ତି ଯୋଗଦେଇନ୍ତି। ଯୋଗଦେଇନାହାଁନ୍ତି ବିଜେଡି, ଟିଆରଏସ, ଏଆଇଏଡିଏମକେ ଭଳି କିଛି ଦଳ। ବିଜେଡି ଏହି ସମାବେଶରେ କାହିଁକି ଯୋଗ ଦେଲାନି ସେନେଇ … Read More

ନବଙ୍କୁ ସ୍ୱାଗତ କରିବେ କିଶୋର

ଆଗାମୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କଂଗ୍ରେସ ନେତା ନବ ଦାସ ବିଜେଡ଼ିରେ ଯୋଗଦେବେ। ବିଜେଡ଼ିରେ ନବଙ୍କ ଏହି ଯୋଗଦାନକୁ ସ୍ଥାନୀୟ ବିଜେଡ଼ି ନେତା ତଥା ପୂର୍ବତନ ବିଧାୟକ କିଶୋର ମହାନ୍ତି ବିରୋଧ ନ କରି ସ୍ୱାଗତ କରିବେ ବୋଲି ରାଜି … Read More

ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ନୂଆ ଭେଟି: ମାଗଣାରେ ବଲବ

ଭୁବନେଶ୍ୱର(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପୁଣି ଭେଟି ଦେଲେ ଏକ ନୂଆ ଉପହାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ‘ଆମ ଘରେ ଏଲ୍‌ଇଡି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଏନ୍‌ଏଫ୍‌ଏସ୍‌ଏ, ଏସ୍‌ଏଫ୍‌ଏସ୍‌ଏସ୍ ହିତାଧିକାରୀଙ୍କୁ ମାଗଣାରେ ବଲ୍‌ ମିଳିବ। … Read More

ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ

ଭୁବନେଶ୍ୱର,(ଓଟି): ଦୁଇ ଦୁଇଟି ମନ୍ତ୍ରୀ ପଦ ଖାଲିଥିବା ବେଳେ ଆଗକୁ ନିର୍ବାଚନ । ଏଥିସହିତ ରାଜ୍ୟ ସରକାରଙ୍କ ଏକାଧିକ ଫ୍ଲାଗସିପ ଯୋଜନାର କାର୍ଯ୍ୟକାରିତା ଚିନ୍ତା । କାଳିଆ ଠାରୁ ଆରମ୍ଭ କରି ବସୁଧା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ଓଡିଶା ଖାଦ୍ୟ ସୁରକ୍ଷା … Read More

୫୫ ବର୍ଷରେ ୬୫ଟି ବିପର୍ଯ୍ୟୟ

ଭୁବନେଶ୍ୱର,(ଓଟି): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଂଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି , ସ୍ୱାମୀନାଥନ୍ କମିଶନ ରିପୋର୍ଟର ସୁପାରିଶକୁ କାର୍ଯ୍ୟକାରୀ କରିବା ଦାବି କରି ବିଜେଡି ପକ୍ଷରୁ ମଙ୍ଗଳବାର ସଂଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି … Read More

ପାହିଗଲା ରାତି-ହାରିଗଲେ ମହାରଥୀ

ଭୁବନେଶ୍ୱର,(ଓଟି): ପାହିନାହିଁ ରାତି, ହାରିନାହିଁ ମହାରଥୀ ଟ୍ଟ ଓଡିଶା ରାଜନୀତିର ବହୁ ଚର୍ଚ୍ଚିତ ଏବଂ ବିବାଦୀୟ ନେତା ପ୍ରଦୀପ ମହାରଥୀଙ୍କ ଏ ଡାଇଲଗ ଏକ ସମୟରେ ସବୁ ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରିଥିଲା। ହେଲେ ଆଜି ସେହି ମହାରଥୀ ବିରୋଧୀଙ୍କ ଘନଘନ … Read More

ମୋଦିଙ୍କ ପ୍ରଶ୍ନର ଉତ୍ତର ଦେଲେ ନବୀନ

ଭୁବନେଶ୍ୱର,(ଓଟି): ଗତ ଡିସେମ୍ବର ୨୪ ତାରିଖରେ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନଥିବା ନେଇ କରିଥିବା ଆକ୍ଷେପର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ୨୦୧୪ ଏପ୍ରିଲ ମାସରୁ ୨୦୧୮ … Read More

ନୂଆ ବର୍ଷରୁ ବିଜେପି-ବିଜେଡ଼ି ଛକାପଞ୍ଝା

ଭୁବନେଶ୍ୱର,(ଓଟି):ନୂଆ ବର୍ଷ ଆରମ୍ଭରୁ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଛକାପଞ୍ଝା ରାଜନୀତି । ଜାନୁଆରୀ ପ୍ରଥମ ସପ୍ତାହରୁ ଏହା ଆରମ୍ଭ ହେଉଛି । ଆସନ୍ତା ୫ ତାରିଖରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତରେ ଆସୁଥିବା ବେଳେ … Read More