ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଖାଁ ଖାଁ ପୂଜାମଣ୍ଡପ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। କରୋନା ସ୍ଥିତିରୁ ଚଳିତ ବର୍ଷ ପୂଜାପେଣ୍ଡାଲ ଫିକା ପଡ଼ିଛି। କରୋନା ମହାମାରୀ କାରଣରୁ ପ୍ରମୁଖ ଶିଳ୍ପନଗରୀରେ ପୂଜାମଣ୍ଡପ ଖାଁ ଖାଁ ରହିଛି। ସମସ୍ତ ସ୍ଥାନରେ କରୋନା କଟକଣା ମଧ୍ୟରେ … Read More