ସତ୍ୟନଗର ଶ୍ମଶାନରେ ଶେଷହେଲା ବିଜୟ ମହାନ୍ତିଙ୍କ ଶେଷକୃତ୍ତ୍ୟ
ଭୁବନେଶ୍ବର, (ଓଡିଶା ଟାଇମ୍) : ବରିଷ୍ଠ ଅଭିନେତା ବିଜୟ ମହାନ୍ତଙ୍କର ଶେଷକୃତ୍ତ୍ୟ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି। କୋଭିଡ କଟକଣା ପାଇଁ ମାତ୍ର ଅଳ୍ପକେତେ ଜଣ ଲୋକଙ୍କ ସମାଗମରେ ବିଜୟଙ୍କ ଶେଷକୃତ୍ତ୍ୟ କରାଯାଇଛି। ବିଜୟଙ୍କ ଜ୍ବାଇଁ ମୁଖାଗ୍ନି ଦେଇଥିବା ଜଣାପଡିଛି। … Read More