ବିହାର ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି, ୭୮ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ
ପାଟଣା, (ଓଡିଶା ଟାଇମ୍) : ବିହାର ବିଧାନସଭାର ଅନ୍ତିମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୫ଟି ଜିଲାର ୭୮ଟି ବିଧାନସଭା ଆସନ ପାଇଁ ଶନିବାର ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ ବିଜେପି ୩୫ ଓ ତା’ର ସହଯୋଗୀ … Read More