ଭଞ୍ଜନଗର ଥାନା ଅଞ୍ଚଳରେ ବୋମାମାଡ଼: ଜଣେ ମୃତ, ୩ ଗୁରୁତର

ଭଞ୍ଜନଗର, (ଓଡିଶା ଟାଇମ୍) :ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରଲୁଣ୍ଡା ଗ୍ରାମରେ ବୋମା ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ୯ ଟା ସମୟରେ ବୋମା ମାଡ଼ ହୋଇଥିଲା। ଏଥିରେ ଦଦରଲୁଣ୍ଡା ଗ୍ରାମର ଦିଲୀପ ଗୌଡ଼ଙ୍କର … Read More