ରାଜଧାନୀରେ ଗୋଡେଇ ଗୋଡେଇ ଯୁବକଙ୍କୁ ପଥର ମାଡ କଲେ ଯୁବତୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ୱରର ରାଜଭବନ ଛକରେ ମଙ୍ଗଳବାର ଜଣେ ଯୁବତୀଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଛି । ଯୁବତୀ ଜଣକ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ପଥର ମାଡ କରିଛନ୍ତି। ଏହି ପଥର ମାଡରେ ଯୁବକ ଜଣକ ଗୁରୁତର … Read More

ବିଧାନସଭାର ଶୀତ ଅଧିବେଶନ ପାଇଁ ଆଜିଠୁ ହେବ କୋଭିଡ୍ ଟେଷ୍ଟ୍

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଧାନସଭାର ଶୀତ  ଅଧିବେଶନ ପୂର୍ବରୁ ମଙ୍ଗଳବାରଠାରୁ ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରାଯିବ । ଏଥିପାଇଁ ବିଏମ୍‌ସି ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ମଙ୍ଗଳବାର … Read More

ସମ୍ କୋଭିଡ ହସ୍ପିଟାଲରେ ଉତ୍ତମ ଚିକିତ୍ସା ଯୋଗୁଁ କରୋନାକୁ ପରାସ୍ତ କଲେ ବୃଦ୍ଧ ଦମ୍ପତି: ଫେରିବା ବେଳେ ସମ୍‌ କୋଭିଡ୍ ଟିମ୍‌କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ବର, (ଓଡିଶା ଟାଇମ୍) :ଏକାସାଙ୍ଗରେ କରୋନା ସଂକ୍ରମିତ ହେଲେ ବୃଦ୍ଧ ଦମ୍ପତି। ପୁଣି ଏକାଠି ମହାମାରୀ କରୋନକୁ ପରାସ୍ତ କରି ସୁସ୍ଥ ହୋଇ ଫେରିଛନ୍ତି। ୯୬ ବର୍ଷର ବୃଦ୍ଧ ଏବଂ ୮୮ ବର୍ଷର ବୃଦ୍ଧା ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ … Read More

୧୮ରୁ ରାଜ୍ୟରେ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ। ୧୮ରୁ ବଢିବ ଶୀତର ପ୍ରକୋପ। ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ଯୋଗୁ ଥଣ୍ଡା ଅନୁଭୂତ … Read More

ରାଜଧାନୀରେ ଚିହ୍ନଟ ହେଲେ ୫୭ ସଂକ୍ରମିତ, ସୁସ୍ଥ ହୋଇ ଘରକୁ ଫେରିଲେ ୭୫

ଭୁବନେଶ୍ବର, (ଓଡିଶା ଟାଇମ୍) : ନଭେମ୍ବର ମାସରେ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଦୀର୍ଘ ତିନିରୁ ଚାରି ମାସ ହେବ କରୋନାର ହଟ୍‌ସ୍ପଟ୍ ପାଲଟିଥିବା ରାଜଧାନୀ ଭୁବନେଶ୍ଵରରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାର ଦେଖିବାକୁ ମିଳିଛି । କରୋନା … Read More

ବିଧାନସଭା ଅଧିବେଶନ ପୂର୍ବରୁ ୧୮ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତା ୨୦ ତାରିଖରୁ ବିଧାନସଭାରେ ଅନୁଷ୍ଠିତ ହେବ ଶୀତ ଅଧିବେଶନ । ତେବେ ଅଧିବେଶନ ପୂର୍ବରୁ ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଶ୍ନକାଳ ରହିବ କି ନାହଁ  ସେନେଇ ଆଲୋଚନା ହେବ … Read More

୩୧ ତମ ସପ୍ତାହବ୍ୟାପୀ ପିକକ୍ ଶିଶୁମେଳା ଉଦ୍‍ଘାଟିତ

ଭୁବନେଶ୍ବର, (ଓଡିଶା ଟାଇମ୍) :ଶିଶୁମାନେ ଭବିଷ୍ୟତ ରେ ବଡହେବା ପାଇଁ ସ୍ଵପ୍ନ ଦେଖିବା ଓ ଏହି ସ୍ଵପ୍ନ କୁ ସାକାର କରିବା ଲାଗି ନିରନ୍ତର ନିଜର ପ୍ରୟାସ ଜାରି ରଖିବା ଆବଶ୍ୟକ । ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ … Read More

ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୯୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ … Read More

ବିନାବାଣରେ ଆଜି ପାଳିତ ହେବ ଆଲୋକର ପର୍ବ ଦୀପାବଳି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ଆଲୋକ ପର୍ବ ଦୀପାବଳି । ଅନ୍ଧାରକୁ ଦୂର କରି ଆଲୋକକୁ ସ୍ୱାଗତ କରିବାର ଦିନ। ଦୀପ ପ୍ରଜଳ୍ୱିତ କରି ଉତ୍ସବ ପାଳନ କରିବାର ଦିନ । ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ନେଇ କାହିଁ କେଉଁ … Read More

ସମ୍ ଅଲ୍ଟିମେଟ୍ ମେଡିକେୟାର ବିଶେଷଜ୍ଞଙ୍କ ସଫଳ ଅସ୍ତ୍ରୋପଚାର, ୧୨ ମାସ ଶିଶୁର ଶ୍ୱାସନଳୀରୁ ବାହାରିଲା ଆତ ମଞ୍ଜି

ଭୁବନେଶ୍ବର, (ଓଡିଶା ଟାଇମ୍ସ) : ସମ୍ ଅଲ୍ଟିମେଟ୍ ମେଡିକେୟାର ସର୍ଜନଙ୍କ ଦ୍ୱାରା ପୁଣି ସଫଳତାର ସହ ସମ୍ପାଦିତ ହୋଇଛି ଏକ ଜଟିଳ ଅସ୍ତ୍ରୋପଚାର । ଏକ ୧୨ ମାସର ଶିଶୁର ଶ୍ୱାସନଳୀରୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ବାହାର କରାଯାଇଛି ଆତ ମଞ୍ଜି । … Read More