ପାରିବାରିକ ବିବାଦ : ଥାନାର ଦ୍ୱାରସ୍ଥ ହେଲେ ବର୍ଷା ଓ ତାଙ୍କ ଶାଶୁ
କଟକ, (ଓଡିଶା ଟାଇମ୍) : କଟକ ପୁରୀଘାଟ ଥାନାର ଦ୍ବାରସ୍ଥ ହେଲେ ସାଂସଦ ଅନୁଭବଙ୍କ ମାଆ ମଧୁସ୍ମିତା ମହାନ୍ତି।ବର୍ଷାଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଅନୁଭବଙ୍କ ମାଆ। ଘର ମରାମତି ପାଇଁ ବର୍ଷାଙ୍କୁ ୧୦ ଦିନ ପାଇଁ ଘର ଛାଡ଼ିବାକୁ କହିଥିଲେ। … Read More