ବାଲେଶ୍ଵର ସଦର ଉପ ନିର୍ବାଚନ: ବାଜି ମାରିଲା ବିଜେଡି

ବାଲେଶ୍ଵର, (ଓଡିଶା ଟାଇମ୍) : ବିଜେଡି ପ୍ରାର୍ଥୀ ସ୍ଵରୂପ ଦାସ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୧୩,୧୯୫ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏଥିସହ ବିଜେପିକୁ ଝଟକା ଲାଗିଛି। ବିହାର ଏବଂ ମଧ୍ୟ ପ୍ରଦେଶ ନିର୍ବାଚନର ପରିଣାମକୁ ଓଡିଶା … Read More

ବାଲେଶ୍ୱରରେ ପଞ୍ଚମ ରାଉଣ୍ଡ ଗଣତି ଶେଷ, ୩୨୦୬ ଭୋଟରେ ବିଜେଡି ପ୍ରାର୍ଥୀ ଆଗୁଆ

ବାଲେଶ୍ଵର, (ଓଡିଶା ଟାଇମ୍) : ବାଲେଶ୍ୱରରେ ପଞ୍ଚମ ରାଉଣ୍ଡ ଗଣତି ଶେଷ ହୋଇଥିବାର ସୂଚନା ମିଳିଛି। ଏହି ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୫୩୫ ଭୋଟରେ ଆଗୁଆ ରହିଛନ୍ତି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ … Read More

ବାଲେଶ୍ୱର ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟାରେ ବିଜେଡି ଆଗୁଆ

ବାଲେଶ୍ଵର, (ଓଡିଶା ଟାଇମ୍) :ବାଲେଶ୍ୱର ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ ରହିଥିବା ଜଣାପଡିଛି। ପୋଷ୍ଟାଲ ବାଲାଟ ଗଣତିରେ ବିଡେଡ଼ି ଆଗୁଆ ରହିଛି। ପୋଷ୍ଟାଲ ବାଲାଟ ମୋଟ ଭୋଟ ୭୧୮୪ । ଏହାମଧ୍ୟରୁ … Read More

ବ୍ୟବସାୟୀଙ୍କ ଆଖିରେ ଲଙ୍କା ଗୁଣ୍ଡା ପକାଇ ଲୁଟି ନେଲେ ଟଙ୍କା

ଭୁବନେଶ୍ବର, (ଓଡିଶା ଟାଇମ୍) :ଲୁଟେରାଙ୍କ ଟାର୍ଗେଟରେ ବ୍ୟବସାୟୀ । କେଉଁଠି ଆଖିରେ ଲଙ୍କା ଗୁଣ୍ଡା ପକାଇ ଲୁଟି ନେଉଛନ୍ତି ଟଙ୍କା ତ ଆଉ ଆକ୍ରମଣ କରି ଲୁଟିନେଇଛନ୍ତି ଟଙ୍କା । ବାଲେଶ୍ଵର ସିମୁଳିଆ ଥାନା 16-ନମ୍ବର ଜାତୀୟ ରାଜପଥ ଭଗିଆ ଉଭରବ୍ରିଜ … Read More

କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ; ୩ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) : ବାଲେଶ୍ୱର ସହଦେବ ଖୁଣ୍ଟାରୁ ପ୍ରାୟ ୧ କେଜି ୧୦୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଶନିବାର ଜଣାପଡ଼ିଛି। ଜବତ ବ୍ରାଉନସୁଗାରର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ। ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। … Read More

ବିଜେଡ଼ିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ

ବାଲେଶ୍ଵର, (ଓଡିଶା ଟାଇମ୍) : ବିଜେଡ଼ିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ। ବାଲେଶ୍ବର ସାମ୍ବାଦିକ ସମ୍ମିଳନୀରେ ନିଜର ଇସ୍ତଫା ଘୋଷଣା କଲେ ଜୀବନ ପ୍ରଦୀପ। ଗତକାଲି ଜୀବନ ପ୍ରଦୀପଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡ଼ି। ଆଜି ବିଜେଡ଼ି ପ୍ରାଥମିକ ସଦସ୍ୟ … Read More

ବିଜେଡିରୁ ନିଲମ୍ବିତ ହେଲେ ବାଲେଶ୍ବରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ

ବାଲେଶ୍ଵର, (ଓଡିଶା ଟାଇମ୍) : ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ଗୁରୁବାର ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ତାଙ୍କୁ ଦଳରୁ ନିଲମ୍ବିତ କରିଥିବା ପ୍ରେସ ରିଲିଜରେ ସୂଚନା ଦିଆଯାଇଛି। ପ୍ରଦୀପ … Read More

ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ

ବାଲେଶ୍ୱର/ତିର୍ତ୍ତୋଲ, (ଓଡିଶା ଟାଇମ୍) : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଦିନ ୧ଟା ସୁଦ୍ଧା ତିର୍ତ୍ତୋଲରେ ୩୯.୬୮% ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ … Read More

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ

ଭୁବନେଶ୍ବର, (ଓଡିଶା ଟାଇମ୍) :ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଭୋଟିଂ ଆରମ୍ଭ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ମଇଦାନରେ ରହିଛନ୍ତି ସର୍ବମୋଟ ୧୫ ଜଣ ପ୍ରାର୍ଥୀ । ଦୁଇ ଦିବଙ୍ଗତ ନେତାଙ୍କ ପୁଅଙ୍କୁ ମିଶାଇ ପ୍ରାୟ … Read More

ଉପନିର୍ବାଚନ ପାଇଁ ଦୁଇ ଦିନିଆ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨୮ରେ ତିର୍ତ୍ତୋଲ ଏବଂ ୨୯ରେ ବାଲେଶ୍ବର ପାଇଁ ପ୍ରଚାର

ଭୁବନେଶ୍ବର, (ଓଡିଶା ଟାଇମ୍) : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇସାରିଛି । ନିକଟରେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ରାଲି କରିଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର … Read More