ଆଠଗଡ଼ ସଦର ରେଞ୍ଜର କୂଅ ଭିତରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ଵର, (ଓଡିଶା ଟାଇମ୍) : କଟକ ଜିଲ୍ଲାର ଆଠଗଡ଼ ସଦର ରେଞ୍ଜ୍ ବୁଦ୍ଧିଆପାଟଣାର ଏକ କୂଅ ଭିତରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯିବା ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଠଗଡ଼ ସଦର ରେଞ୍ଜ୍ ଅନ୍ତର୍ଗତ … Read More