ବାହୁଡ଼ିଲେ ମହାପ୍ରଭୁ, ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଲା ୩ରଥ

ପୁରୀ, (ଓଡିଶା ଟାଇମ୍) : ବିନାଭକ୍ତରେ ହେଉ ପଛକେ ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ମଧ୍ୟ ଖୁବ୍‌ ସୁନ୍ଦର ଭାବେ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଘୋଷଯାତ୍ରା ସମୟରେ ଯେଉଁଠି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡ … Read More

ତିନି ରଥରେ ବିଜେ ହେଲେ ତିନି ଠାକୁର

ପୁରୀ, (ଓଡିଶା ଟାଇମ୍) : ରଥାରୁଢ ହେଲେ ଚତୁର୍ଧମୂର୍ତ୍ତି । ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ପବିତ୍ର ବାହୁଡା ଯାତ୍ରା । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଚାଲି ଆସିଥିବା ବିଶ୍ୱ … Read More

ଆଜି ପବିତ୍ର ବାହୁଡା ଯାତ୍ରା

ପୁରୀ, (ଓଡିଶା ଟାଇମ୍) :ଆଜି ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାପ୍ରଭୁ । ବାହୁଡା ଯାତ୍ରା ଲାଗି ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ନିକଟରେ ସଜେଇ ହୋଇ ରହିଛନ୍ତି ତିନି ରଥ । … Read More

ଆସନ୍ତା କାଲି ବାହୁଡ଼ା, ସକାଳ ୮ଟାରେ ପହଣ୍ଡି, ମଧ୍ୟାହ୍ନରେ ରଥ ଟଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ବୁଡ଼ବାର ଅନୁଷ୍ଠିତ ହେବ। ଏଥିନେଇ ପ୍ରଶାସନ ଓ ସରକାରୀ ସ୍ତରରେ ପ୍ରସ୍ତୁତି ହୋଇଛି। ରଥଯାତ୍ରା ଭଳି ବାହୁଡ଼ାଯାତ୍ରାକୁ ଭକ୍ତଶୂନ୍ୟ ଯାତ୍ରାରେ ପରିଣତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି … Read More