ଆକାଉଂଟ୍ ଏଗ୍ରିଗେଟର ଫ୍ରେମ୍ୱର୍କରେ ଆକ୍ସିସ୍ ବ୍ୟାଙ୍କ ସାମିଲ
ଭୁବନେଶ୍ୱର,(ଓଡିଶା ଟାଇମ୍) : ଦେଶର ତୃତୀୟ ବୃହତ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଏକ ଆର୍ଥିକ ସୂଚନା ପ୍ରଦାନକାରୀ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆକାଉଂଟ୍ ଏଗ୍ରିଗେଟର ଫ୍ରେମ୍ୱର୍କରେ ସାମିଲ ହୋଇଛି । ଆକାଉଂଟ୍ ଏଗ୍ରିଗେଟର ହେଉଛି ଏକ ଡିଜିଟାଲ୍ … Read More