ଦିନକୁ ୫ଘଣ୍ଟା ଚାଲିବ ଗୃହକାର୍ଯ୍ୟ

ଓଡ଼ିଶା ଟାଇମ୍ (ଭୁବନେଶ୍ୱର) :  ସର୍ବଦଳୀୟ ବୈଠକ ପରେ ବିଧାନସଭା କାର୍ଯ୍ୟସୂଚୀ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା। ଆସନ୍ତା ୧ ତାରିଖରୁ ୩୧ ତାରିଖ ଯାଏଁ ଚାଳିବ ବିଧାନସଭାର ଶୀତକାଳୀନ ଅଧିବେଶନ।୨୬ ଦିନ ଧରି ଚାଲିବ ଗୃହକାର୍ଯ୍ୟ।  ପୂର୍ବାହ୍ନ … Read More

ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର, (ଓଡିଶା ଟାଇମ୍) : ନିର୍ଦ୍ଧାରିତ ସମୟର ମାସେ ପୂର୍ବରୁ ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ।  ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।ବିଧାନସଭାରେ ‘ପରୀ’ ହତ୍ୟା ମାମଲାକୁ ନେଇ ବିରୋଧି ବିଜେପି ଗୃହ … Read More

ବିଧାନସଭାକୁ ଚାରିପଟୁ ସିଲ୍ କଲା ପୋଲିସ

ଭୁବନେଶ୍ବର, (ଓଡିଶା ଟାଇମ୍) :ସୁରକ୍ଷା ଦୃଷ୍ଟିରୁ ବିଧାନସଭା ଚତୁପାର୍ଶ୍ୱ ରାସ୍ତାକୁ ସିଲ୍ କଲା କମିଶନରେଟ୍ ପୋଲିସ । ଏହାସହ ସୁରକ୍ଷା ଦୃଷ୍ଟିରୁ ବିଧାନସଭାକୁ ଲାଗି ରହିଥିବା ଅଞ୍ଚଳରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇଛି । ଲୋକସେବା ଭବନ ଠାରୁ ରବୀନ୍ଦ୍ର … Read More

ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଧାନସଭା ଆଗରେ ପୁଣି ଆତ୍ମାହୂତୀ ଉଦ୍ୟମ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଲର ମାଆ ଓ ପୁଅ ବିଧାନସଭା ଆଗରେ ଆତ୍ମାହୂତୀ ଉଦ୍ୟମ କରିଛନ୍ତି । ନିଜ ପୁଅ ଓ ଭାଇର ହତ୍ୟା ମାମଲାରେ ନ୍ୟାୟ ନମିଳିବାରୁ … Read More

ବିଧାନସଭା ଆଗରେ ହାଇଡ୍ରାମା, ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ବିଧାନସଭା ଆଗରେ ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାନସଭା ବାହାରେ ଜଣେ ଦମ୍ପତି ଦେହରେ ଡିଜେଲ୍‌ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଦମ୍ପତିଙ୍କ ଘର ନୟାଗଡରେ ବୋଲି ଜଣାପଡିଛି। ତେବେ ଡିଜେଲ୍‌ ଢାଳି ଆତ୍ମହତ୍ୟା କରିବାକୁ … Read More

ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ସ୍ୱାଭାବିକ ହୋଇଛି । ତେବେ ରାଜ୍ୟରେ ୟୁପି ସ୍କୁଲ ବନ୍ଦ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଛି । ୟୁପି ସ୍କୁଲ ବନ୍ଦ ନେଇ ବାଚସ୍ପତି ରୁଲିଂଦେବା ପରେ ଏନେଇ ଗୃହରେ … Read More

ସ୍କୁଲ ବନ୍ଦ ହେଲେ ବିଧାନସଭାରେ ମୁଁ ମୋ ବେକ କାଟି ଜୀବନ ହାରିବି: ତାରାବାହିନିପତି

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ନବଦଳାଇଲେ ଆତ୍ମହତ୍ୟା କରିବି ବୋଲି କଂଗ୍ରେସ ନେତା ତାରା ବାହିନୀପତି ଧମକ ଦେଇଛନ୍ତି । ସେ ବିଧାନସଭା ଭିତରେ ନିଜ ବେକ କାଟି ଆତ୍ମହତ୍ୟା କରିବେ … Read More

ଆଜିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତ କାଳୀନ ଅଧିବେଶନ । ପ୍ରଥମ ଦିନ ଆରମ୍ଭରେ ଶୋକ ପ୍ରସ୍ତାବ ଆସିବ । ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରିବେ । ନଭେମ୍ବର ୨୬, … Read More

ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତ ଅଦିବେସନ ।  ମୁହାଁମୁହିଁ ହେବେ ଶାସକ-ବିରୋଧୀ । ଷୋଡ଼ଶ ବିଧାନସଭାର ପଞ୍ଚମ ଅଧିବେଶନ ପାଇଁ ଶାସକ ଦଳ ସହ ବିରୋଧୀ ଦଳ ମଧ୍ୟ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି। ତେବେ … Read More

ଶପଥ ନେଲେ ଦୁଇ ନବନିର୍ବାଚିତ ବିଧାୟକ ସ୍ୱରୂପ ଦାସ ଓ ବିଜୟ ଶଙ୍କର ଦାସ

ଭୁବନେଶ୍ବର, (ଓଡିଶା ଟାଇମ୍) :ଶପଥ ନେଲେ ନବନିର୍ବାଚିତ ୨ ବିଧାୟକ । ବିଧାନସଭା ପରିସରରେ ଶପଥ ନେଲେ ୨ ନବନିର୍ବାଚିତ ବିଧାୟକ ସ୍ବରୂପ ଦାସ ଓ ବିଜୟ ଶଙ୍କର ଦାସ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶପଥ ପାଠ କରାଇଛନ୍ତି । … Read More