ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବାକୁ ଚାହିଁ ବସିଥିଲେ, ଉଠାଇ ନେଲା ପୋଲିସ

(ଯାଜପୁର, ଓଡ଼ିଶା ଟାଇମ୍): ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବାକୁ ଜଗି ବସିଥିଲେ ବିଜେପି ଯୁବମୋର୍ଚ୍ଚା କର୍ମୀ । ଖବର ପାଇ ପୋଲିସ ଉଠାଇନେଲା । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ କଳାପତାକା ଦେଖାଇବା ସହ ଅଣ୍ଡା ମାଡ଼ କରିବାକୁ ପ୍ରସ୍ତୁତ ଥିବା ବିଜେପି ଯୁବ … Read More

କୁଖ୍ୟାତ ଅପରାଧୀ ସମ୍ପଦ ରାଜଧାନୀରୁ ଗିରଫ

(ଭୁବନେଶ୍ବର,ଓଡ଼ିଶା ଟାଇମ୍): ରାଜଧାନୀରୁ ଗିରଫ ହେଲା କୁଖ୍ୟାତ ଅପରାଧୀ ସମ୍ପଦ ସାହୁ । କୁଖ୍ୟାତ ସୁପାରୀ କିଲର ସମ୍ପଦ ସାହୁକୁ ନୟାପଲ୍ଲୀ ଅଞ୍ଚଳରୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ସମୟରେ ଅଭିଯୁକ୍ତ ସମ୍ପଦ ପୋଲିସକୁ ମାଡ଼ ମାରି ଖସି ପଳାଇଯିବାକୁ … Read More

‘ଟିଆର୍‌ପି’ ଦୁର୍ନୀତି ମାମଲାରେ ‘ରିପବ୍ଲିକ୍‌ ଟିଭି’ର ସିଇଓ ବିକାଶ ଖାନଚନ୍ଦାନୀ ଗିରଫ

ମୁମ୍ବାଇ, (ଓଡିଶା ଟାଇମ୍) : ମୁମ୍ବାଇ ପୋଲିସ୍ ରବିବାର ରିପବ୍ଲିକ୍ ଟିଭିର ସିଇଓ ବିକାଶ ଖାନଚନ୍ଦାନିଙ୍କୁ ଟେଲିଭିଜନ ରେଟିଂ ହେରଫେର ଦୁର୍ନୀତି ଯାଞ୍ଚ ମାମଲାରେ ଗିରଫ କରାଯାଇଛି। ଫେକ୍ ଟିଆରପି ଦୁର୍ନୀତି ଅକ୍ଟୋବରରେ ସାମନାକୁ ଆସିଥିଲା ଯେତେବେଳେ ରେଟିଂ ଏଜେନ୍ସି ବ୍ରଡକାଷ୍ଟ୍ … Read More

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ। ରାଜ୍ୟ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ସାଇବର ଥାନାରେ ଜେରା ପରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ପ୍ରଦୀପଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯ ଏବଂ ୪୭୧ … Read More

କଟକ ଜଗତପୁର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବାଣ ଜବତ, ୩ ଅଟକ

କଟକ, (ଓଡିଶା ଟାଇମ୍) : ବେଆଇନ୍ ବାଣ ଗୋଦାମ ଉପରେ ଜଗତପୁର ପୋଲିସର ଚଢାଉ । ବେଆଇନ ଭାବରେ ବାଣ ତିଆରି କରିବା ଓ ଗଛିତ ରଖିବା ଅଭିଯୋଗରେ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ଓ ତ୍ରିଲୋଚନପୁର ଗାଁରେ ଜଗତପୁର ଥାନା … Read More

ଦାଦାବଟି ମାଗିବା ଅଭିଯୋଗରେ ୬ଜଣ ସାମ୍ବାଦିକ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) : ଦାଦାବଟି ମାଗିବା ଅଭିଯୋଗରେ ୬ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ହୋଇଥିବା ୬ଜଣ କିଛି ୱେବ ପୋର୍ଟାଲର ସାମ୍ବାଦିକ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ନଗଦ ଟଙ୍କା, ବାଇକ, କାର୍‌ ଓ … Read More

ଦାଦାବଟି ଜୁଲମ ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) :ପୁଣି ଥରେ ପୋଲିସ କବଜାରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ। ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଗିରଫ କରିଛି ପୋଲିସ । ୨୦ହଜାର ଟଙ୍କା ଦାଦାବାଟି ମାଗିବା ଅଭିଯୋଗରେ ଗିରଫ କରିଛି ପୋଲିସ । ବର୍ତ୍ତମାନ … Read More

ପଶ୍ଚିମବଙ୍ଗ ଏବଂ କେରଳରୁ ୯ ଅଲ୍-କାଏଦା ଆତଙ୍କୀ ଗିରଫ

କୋଲକାତା, (ଓଡିଶା ଟାଇମ୍) :ଗିରଫ ହୋଇଛନ୍ତି ୯ ଅଲ-କାଏଦା ଆତଙ୍କୀ । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ପଶ୍ଚିମବଙ୍ଗ ଏବଂ କେରଳରେ ଚଢ଼ାଉ କରି ୯ ଜଣ ଆତଙ୍କୀମାନଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗ ମୁର୍ସିଦାବାଦରୁ ୬ ଜଣ ଆତଙ୍କୀ ଏବଂ … Read More

ବାଇକୁଲା ଜେଲ୍ ଗଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ, (ଓଡିଶା ଟାଇମ୍) :  ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ନୂଆ ଖୁଲାସା ହେଉଛି। ଏନସିବି ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ​​ଏବଂ ମଙ୍ଗଳବାର ଦିନ ରିୟାଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚରା ପରେ ଗିରଫ କରିଥିଲା। ଏନସିବି ତାଙ୍କୁ … Read More

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଗିରଫ ହେଲେ ରିୟା

ମୁମ୍ବାଇ , (ଓଡିଶା ଟାଇମ୍) : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପରେ ଏନସିବି ଆଜି  ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି।  ଲଗାତାର ୩ ଦିନ ଧରି ଜେରା କରିବା ପରେ ଏନସିବି ରିୟାଙ୍କୁ ଗିରଫ କରିଛି ।  … Read More