ସାମନ୍ତରାପୁରରେ ମିଠା ଦୋକାନୀ ହତ୍ୟା ଘଟଣା: ମୋଟ୍ ୯ଜଣ ଅଭିଯୁକ୍ତ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) : ସାମନ୍ତରାପୁର ମିଠା ଦୋକାନୀଙ୍କୁ ହତ୍ୟା ଘଟଣା ମାମଲାରେ ୨ ସୁପାରୀକିଲରଙ୍କୁ ତୁମୁଡିବନ୍ଧରୁ ଗିରଫ କରାଯାଇଛି। ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀଙ୍କ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।  ୨ ସୁପାରୀକିଲର ହେଉଛନ୍ତି ଆଶୁତୋଷ … Read More

ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗରେ ଆର୍ମି ମେଜର ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) :ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ମହିଳା ଥାନା ପୁଲିସ୍‌ ଜଣେ ଆର୍ମି ମେଜରଙ୍କୁ ଗିରଫ କରିଛି । ସେ ହେଲେ ନୟାପଲ୍ଲୀରେ ରହୁଥିବା ୧୭୬/ଏଲ୍‌ ରେଜିମେଣ୍ଟର ମେଜର ସୌମ୍ୟ ରଞ୍ଜନ ପତି। ପତ୍ନୀଙ୍କ … Read More

ଚାଲି ଚାଲି ହାଥରସ ଯାଉଥିବା ବେଳେ ରାସ୍ତାରେ ପଡିଗଲେ ରାହୁଲ: କହିଲେ ପୋଲିସ ମୋତେ ଧକ୍କା ଦେଲା, ଲାଠି ମାରିଲା

ଉତ୍ତରପ୍ରଦେଶ, (ଓଡିଶା ଟାଇମ୍) :ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ କଂଗ୍ରେସର ଆକ୍ରୋଶ ସଡକରେ ଦେଖିବାକୁ ମିଳିଛି । ପୀଡିତାଙ୍କ ପରିବାରକୁ ଭେଟିବାକୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଆଜି ହାଥରସ  ଯାଇଛନ୍ତି । ଯମୁନା ଏକ୍ସପ୍ରେସୱେରେ ଯେତେବେଳେ … Read More

ଆଜି ବମ୍ବେ ହାଇକୋର୍ଟରେ ରେହା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣି

ମୁମ୍ବାଇ, (ଓଡିଶା ଟାଇମ୍) :ବମ୍ବେ ହାଇକୋର୍ଟ ଆଜି ରେହା ଚକ୍ରବର୍ତ୍ତୀଙ୍କ ଦ୍ଵାର ଦାଖଲ ହୋଇଥିବା ଜାମିନର ଶୁଣାଣି କରିବେ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରେହାଙ୍କୁ ଗିରଫ କରିଛି। ଜାମିନ … Read More

ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ଏନସିବିର ପଚରାଉଚରା, ଗିରଫ ହେବାର ରହିଛି ସମ୍ଭାବନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଥିବା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର କ୍ରମାଗତ ଜେରା ଓ ଗିରଫଦାରୀ ଜାରି ରହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସୁଶାନ୍ତଙ୍କ ବାନ୍ଧବୀ … Read More

ଗିରଫ ହେଲେ ଫ୍ୟାକ୍ଟ୍ରି ଓ ବଏଲର୍ସ ଉପନିର୍ଦ୍ଦେଶକ

ଭୁବନେଶ୍ବର, (ଓଡିଶା ଟାଇମ୍) :  ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି ଉପନିର୍ଦ୍ଦେଶକ ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ବେହେରାଙ୍କୁ ଅଟକ ରଖି  ପଚରାଉଚରା କରିବା ପରେ ଗିରଫ କରିଛି ଭିଜିଲାନ୍ସ । ଗତକାଲି … Read More

ଚୋରା ଚାଲାଣ ବେଳେ ୧୪ ଖଣ୍ଡ ହାତୀ ଦାନ୍ତ ଜବତ, ୩ ଗିରଫ

କେଉଁଝର, (ଓଡିଶା ଟାଇମ୍):   ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କରିଛି ଆନନ୍ଦପୁର ଅବକାରୀ ବିଭାଗ। ଏଥିସହ ୧୯ କେଜି ଓଜନର ୧୪ଟି ହାତୀଦାନ୍ତ ଓ ଗୋଟିଏ କାର ଜବତ ହୋଇଛି। ଏଥି ସହିତ ବନ ବିଭାଗ … Read More

ବିବାହର ପ୍ରତିଶୃତି ଦେଇ ପ୍ରତାରଣା ଅଭିଯୋଗ

ଭୁବନେଶ୍ବର, (ଓଡିଶା ଟାଇମ୍) : ଯୁବତୀଙ୍କୁ  ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ । ପ୍ରତାରଣା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଚକେଇସିହାଣି ଅଞ୍ଚଳର ତପନ କୁମାର ସାହୁ(୨୫) । ସୂଚନାଯୋଗ୍ୟ ଯେ, … Read More

ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ବର, (ଓଡିଶା ଟାଇମ୍) : ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭଜିଲାନ୍ସ ଗିରଫ କରିଥିବା ଜଣାପଡିଛି। ଗତକାଲି ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନା ଓ ତାଙ୍କ … Read More

ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ୧୧ ଅଟକ

ସୋର, (ଓଡିଶା ଟାଇମ୍) : ଭଦ୍ରକରୁ କୋଲକାତା ଯାଉଥିବା ୮ଟି ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ ହୋଇଛି। ଶ୍ରୀଜଙ୍ଗ ଗାଁ ପାଖରୁ ୮ଟି ପିକ୍ଅପ୍ ରୁ ୭୭ ଗୋରୁଙ୍କୁ ଖନ୍ତାପଡ଼ା ପୁଲିସ ଉଦ୍ଧାର କରିଥିବା ଜଣାପଡିଛି। ଏନେଇ ପୁଲିସ ୧୧ … Read More