ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ ବୋଲି ଆଜି କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ବିବାଦ ସମ୍ବନ୍ଧୀୟ ମାମଲାରେ ସୁପ୍ରିମକ‌ୋର୍ଟ ରାୟ ଦେଇଛନ୍ତି । ସୁପ୍ରିମକ‌ୋର୍ଟ କହିଛନ୍ତି, ଗଣତାନ୍ତ୍ରିକ ସରକାରରେ, ପ୍ରଶାସନର ବାସ୍ତବ … Read More

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୃହବନ୍ଦୀ !

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଗୃହବନ୍ଦୀ କରାଯାଇଛି। ଦିଲ୍ଲୀ ପୁଲିସ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଗୃହବନ୍ଦୀ କରିଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌) ଟ୍ବିଟ୍‌ କରି ସୂଚନା ଦେଇଛି। ତେବେ ଆପ୍‌ର ଏହି ଅଭିଯୋଗକୁ ଖଣ୍ଡନ … Read More

ଆଉ ୪୩ଟି ମୋବାଇଲ ଆପ ବ୍ୟାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପୁଣି ୪୩ ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ସରକାର। ଦେଶର ସୁରକ୍ଷା, ଅଖଣ୍ଡତା ଉପରେ ପ୍ରଭାବ ପକାଉଥିବା ଅଭିଯୋଗରେ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଆଇଟି ଆକ୍ଟ ଧାରା ୬୯ଏ ଜରିଆରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି … Read More

ସେନାରେ ଫେସବୁକ୍ ସମେତ ୮୯ଟି ଆପ୍ ବ୍ୟବହାର ନିଷିଦ୍ଧ

ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ନିଷେଧାଦେଶରେ ଅନେକ ଚାଇନିଜ୍ ଆପ୍ ଅନ୍ତର୍ଭୁକ୍ତ ଯାହାକି ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି । ଭାରତୀୟ ସେନାରେ ଫେସବୁକ୍ ସମେତ ୮୯ଟି ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି … Read More

କଂଗ୍ରେସ ପିଛା ଛାଡ଼ୁନାହାନ୍ତି କେଜ୍ରିୱାଲ

ଯେଉଁ କଂଗ୍ରେସ ଦଳ ବିରୋଧରେ ପ୍ରଚାର କରି ୫ବର୍ଷ ତଳେ କ୍ଷମତାକୁ ଆସିଥିଲେ ଆପ‍୍‌ ନେତା ଅରବିନ୍ଦ କେଜ୍ରିୱାଲ। ଏବେ ନିଜର ଲୋକପ୍ରିୟତା କମୁଥିବା ଲକ୍ଷ୍ୟ କରି ନିଜର ଶକ୍ତି ବଢ଼ାଇବା ପାଇଁ ପୁଣି କଂଗ୍ରେସ ପିଠିରେ ଲାଉ ହେବାକୁ ଇଛା … Read More